www.samajalive.in
Sunday, December 14, 2025
26.1 C
Bhubaneswar

ରାସ୍ତା ପାଇଁ ରାସ୍ତାରୋକ

ଦେଓଗାଁ / ତୁଷୁରା : ଅଧାପନ୍ତରିଆ ରାସ୍ତା ପାଇଁ ରାସ୍ତାରୋକ। ଦୀର୍ଘ ବର୍ଷ ଧରି ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମିତ ରାସ୍ତା ତୁଷୁରା ସହର ଭିତରେ  ଅଧାପନ୍ତରିଆ ଅବସ୍ଥାରେ ହୋଇ ପଡ଼ି ରହିଛି।  ଯାହାକୁ ନେଇ ସହର ବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହାର ପ୍ରତିବାଦରେ  ୟୁଥ୍ ଏକ୍ସନ କମିଟି ର ସଭାପତି ଲିସନ ପ୍ରଧାନଙ୍କ ସହ  କିଛି କର୍ମକର୍ତ୍ତାମାନେ ଆଜି ମଧ୍ୟାହ୍ନ ୧୨ଟା ରୁ ତୁଷୁରା – ଦେଓଗାଁ ରାସ୍ତା  ଅବରୋଧ କରିଛନ୍ତି। ରାସ୍ତାରୋକ ଯୋଗୁଁ ଯାନବାହନ ଚଳାଚଳରେ ବାଧା ଉପୁଜିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories