www.samajalive.in
Wednesday, December 10, 2025
18.1 C
Bhubaneswar

୧୫ ସେପ୍ଟେମ୍ବରରେ ବୁଧ ମହାଚଳନ ପରେ ରାଜଯୋଗ ; ଏହି ରାଶି ହଠାତ୍‌ ହେବେ ଧନୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ୧୫ ସେପ୍ଟେମ୍ବରରେ କନ୍ୟା ରାଶିରେ ପ୍ରବେଶ କରିବେ । ବୁଧଙ୍କ ଚଳନ ଖୁବ୍‌ ପ୍ରଭାବଶାଳୀ ଓ ମହତ୍ତ୍ୱପୂର୍ଣ୍ଣ ବୋଲି ମାନ୍ୟତା ରହିଛି । ବୁଧ ସମସ୍ତ ଗ୍ରହଙ୍କ ରାଜକୁମାର କୁହାଯାଏ । ବୁଧ ରାଶି ପରିବର୍ତ୍ତନ କରିବା ଦ୍ୱାରା ଭାଗ୍ୟରେ ଚମକିଥାଏ । ଅତ୍ୟନ୍ତ ଶୁଭଫଳ ମିଳିଥାଏ । ବୁଧ ଗ୍ରହ ପ୍ରାୟ ୧ ବର୍ଷ ପରେ ୧୫ ସେପ୍ଟେମ୍ବରରେ ନିଜ ରାଶି କନ୍ୟା ରାଶିରେ ପ୍ରବେଶ କରିବେ । ବୁଧ କନ୍ୟା ରାଶିରେ ପ୍ରବେଶ କରିବା ପରେ ଭଦ୍ର ରାଜଯୋଗ ସୃଷ୍ଟି ହୋଇଥାଏ । ଏହି ରାଜଯୋଗ ଖୁବ୍‌ ଖାସ୍‌ । ଜାଣନ୍ତୁ ଏହି ରାଜଯୋଗ ଫଳରେ କେଉଁ କେଉଁ ରାଶିଙ୍କ ଭାଗ୍ୟ ବଦଳିଯିବ..

ମେଷ- ଏହି ରାଶିଙ୍କ ପାଇଁ ରାଜଯୋଗ ଖୁବ୍‌ ଖାସ୍‌ । ଅତ୍ୟନ୍ତ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । କାର୍ଯ୍ୟାଳୟରେ ପ୍ରଶଂସା ମିଳିବା ସହ ପଦନ୍ନୋତି ହେବ ।

- Advertisement -

ମିଥୁନ- ଏହି ରାଶିଙ୍କୁ ମଧ୍ୟ ଶୁଭଫଳ ମିଳିବ । ଚାକିରିରେ ଜଡିତ ଥିବା ଲୋକଙ୍କୁ ଲାଭ ମିଳିବ । ନୂଆ ଚାକିରିର ଯୋଗ ରହିଛି । ଆୟରେ ବୃଦ୍ଧି ହେବ । ପରିବାରରେ ଖୁସି ଖବର ମିଳିବ । ହଠାତ୍‌ ଧନ ମିଳିବ । ଚିନ୍ତା ଦୂର ହେବ ।

ସିଂହ- ଜୀବନରେ ଖୁସିର ଆଗମନ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୁତ ହେବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଅଟକି ଥିବା ଧନ ମଧ୍ୟ ମିଳିବ । ଧନ ସମ୍ପତ୍ତି ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କନ୍ୟା- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ପଦନ୍ନୋତି ସହ ଦରମା ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଟଙ୍କା ରୋଜଗାର କରିବାର ନୂଆ ନୂଆ ସୁଯୋଗ ମିଳିବ । ଦୀର୍ଘ ଦିନର ଚିନ୍ତା ଦୂର ହେବ ।

ଧନୁ- କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ଟଙ୍କା ନିବେଶ ପାଇଁ ସମୟ ଅନୁକୂଳ ରହିଛି । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମନ ଶାନ୍ତ ରହିବ ।

ପିତୃପକ୍ଷରେ ଏହି ୩ଟି ବୃକ୍ଷ ନିକଟରେ ଲଗାନ୍ତୁ ଦୀପ ; ଦେଖନ୍ତୁ ଚମତ୍କାର

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories