www.samajalive.in
Saturday, December 13, 2025
26.1 C
Bhubaneswar

ଭାରତକୁ ୧୨୧ ରନର ଟାର୍ଗେଟ ଦେଲା ଓ୍ବେଷ୍ଟଇଣ୍ଡିଜ

ସମାଜ ଡିଜିଟାଲ ଡେସ୍କ: ୨ୟ ଟେଷ୍ଟରେ ଭାରତ ବିଜୟର ଦ୍ଵାରଦେଶରେ ପହଞ୍ଚିଛି। ଭାରତକୁ ୧୨୧ ରନର ବିଜୟ ଲକ୍ଷ୍ୟ ଦେଇଛି ଓ୍ବେଷ୍ଟଇଣ୍ଡିଜ। ୨ୟ ପାଳିରେ ଓ୍ବେଷ୍ଟଇଣ୍ଡିଜ ୩୯୦ ରନରେ ଅଲଆଉଟ ହୋଇଯାଇଥିଲା। ଯାହାଫଳରେ ଓ୍ବେଷ୍ଟଇଣ୍ଡିଜର ୨ଟି ଯାକ ପାଳିର ରନ ମିଶାଇ ଭାରତର ପ୍ରଥମ ପାଳିର ରନଠାରୁ ୧୨୦ ରନରେ ଆଗରେ ରହିଥିଲା। ଭାରତକୁ ବିଜୟ ପାଇଁ ୧୨୧ ରନର ଆବଶ୍ୟକତା ଥିବାବେଳେ ୧୩ ଓଭର ଖେଳ ଶେଷ ସୁଦ୍ଧା ୧ ଉଇକେଟ ବିନିମୟରେ ୪୧ ରନ ସଂଗ୍ରହ କରିଛି।

ଭାରତର ୨ୟ ପାଳି ବୋଲିଂରେ କୁଳଦୀପ ଯାଦବ ଓ ଯଶପ୍ରୀତ ବୁମରା ୩ଟି ଲେଖାଏ ଉଇକେଟ ନେଇଥିବାବେଳେ ମହମ୍ମଦ ସିରାଜ ୨ଟି ଏବଂ ରବୀନ୍ଦ୍ର ଜାଡେଜା ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories