www.samajalive.in
Saturday, December 6, 2025
16.1 C
Bhubaneswar

ଆୟୁଷ ମାଧ୍ୟମରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପହଞ୍ଚି ପାରିବ ଭାରତ – ହୁ ମହାନିର୍ଦ୍ଦେଶକ

ଡେସ୍କ: ଗ୍ଲୋବାଲ୍‍ ଆୟୁଷ ଇନ୍ଭେ ଷ୍ଟମେଣ୍ଟ ଆଣ୍ଡ୍‍ ଇନୋଭେସନ୍‍ ସମ୍ମେଳନରେ ଯୋଗଦେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଜେନେରାଲ୍‍ ଡକ୍ଟର ଟେଡ୍ରସ୍‍ ଘେବ୍ରିୟେସସ୍‍ କହିଛନ୍ତି, ଆୟୁଷ ମାଧ୍ୟମରେ ଭାରତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପହଞ୍ଚି ପାରିବ ଓ ବିଶ୍ୱର ଦେଶମାନେ ମଧ୍ୟ ଭାରତରେ ପହଞ୍ଚି ପାରିବେ। ସେ କହିଛନ୍ତି ୨୦୧୪ରେ ଆୟୁଷ ଶିଳ୍ପ ଶତକଡ଼ା ୧୭ ଭାଗ ଅଭିବୃଦ୍ଧି ହାସଲ କରିଥିବା ବେଳେ ଚଳିତବର୍ଷ ସୁଦ୍ଧା ଏହା ୨୩ ଶହ କୋଟି ଡଲାରରେ ପହଞ୍ଚିବ।

୩ ଦିନ ବ୍ୟାପୀ ଗ୍ଲୋବାଲ ଆୟୁଷ ଇନ୍‍ଭେଷ୍ଟମେଣ୍ଟ ଆଣ୍ଡ୍‍ ଇନୋଭେସନ୍‍ ସମିଟିରେ ୫ଟି ପୂର୍ଣ୍ଣାଙ୍ଗ ଅଧିବେଶନ, ୮ଟି ଗୋଲ୍‍ଟେବୁଲ୍‍ ବୈଠକ, ୬ଟି କର୍ମଶାଳା ଓ ୨ଟି ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ୯୦ ଜଣ ବକ୍ତା ଓ ୧୦୦ଟି ପ୍ରଦର୍ଶନକାରୀ ମଧ୍ୟ ଭାଗ ନେଉଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories