www.samajalive.in
Sunday, December 7, 2025
13.1 C
Bhubaneswar

ବିଦେଶୀ ନାଗରିକଙ୍କୁ ଆୟୁଷ କ୍ଷେତ୍ରର ସୁଫଳ ଦେବ ଆୟୁଷ ଭିଜା – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ଗ୍ଲୋବାଲ୍‍ ଆୟୁଷ ଇନ୍ଭେ ଷ୍ଟମେଣ୍ଟ ଆଣ୍ଡ୍‍ ଇନୋଭେସନ୍‍ ସମ୍ମେଳନକୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆୟୁର୍ବେଦ, ୟୁନାନୀ ଓ ସିଦ୍ଧ ଉପରେ ପର୍ଯ୍ୟବେସିତ ୱେଲ୍‍ନେସ୍‍ ସେଣ୍ଟରଗୁଡ଼ିକର ଲୋକପ୍ରିୟତା ବୃଦ୍ଧି ପାଇବ। ଆୟୁଷ ଭିଜା ନାମକ ଏକ ନୂଆ ଭିଜା ବିଷୟରେ ସେ ଘୋଷଣା କରିଛନ୍ତି। ଏହା ବିଦେଶୀ ନାଗରିକମାନଙ୍କୁ ଆୟୁଷ କ୍ଷେତ୍ରର ସୁଫଳ ଲାଭ କରିବାର ସୁଯୋଗ ପ୍ରଦାନ କରିବ।

ଶ୍ରୀ ମୋଦୀ କହିଛନ୍ତି ଯେ କୃଷକମାନେ ଔଷଧୀୟ ବୃକ୍ଷଗୁଡ଼ିକର ଚାଷ କରୁଥିବାରୁ ଏହା ଅତ୍ୟନ୍ତ ଉତ୍ସାହଜନକ ଓ ସେମାନଙ୍କୁ
ବଜାର ସୁବିଧା ଉପଲବ୍ଧ କରାଇବା ଜରୁରୀ। ଏଥିପାଇଁ ସରକାର ଆୟୁଷ ଇ-ମାର୍କେଟ ପ୍ଲେସ୍‍ ର ସଂପ୍ରସାରଣ ଓ ଆଧୁନିକୀକରଣ ଉପରେ କାର୍ଯ୍ୟ କରୁଛନ୍ତି। ଏକ ସ୍ୱତନ୍ତ୍ର ଆୟୁଷ ମାର୍କା ପ୍ରସ୍ତୁତ କରିବା ବିଷୟରେ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି। ଉତ୍ତମ ମାନର ଆୟୁଷ ପଦାର୍ଥ ଗୁଡ଼ିକୁ ଏହି ମାର୍କା ଦିଆଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ହେଉଛି ୟୁନିକର୍ଣ୍ଣ ଗୁଡ଼ିକର ଯୁଗ। ୨୦୨୨ରେ ଭାରତର ୧୪ଟି ଷ୍ଟାର୍ଟଅପ୍‍ ୟୁନିକର୍ଣ୍ଣ କ୍ଲବରେ ସାମିଲ ହୋଇଛନ୍ତି। ପାରମ୍ପରିକ ଔଷଧ କ୍ଷେତ୍ରରେ ଷ୍ଟାର୍ଟଅପ୍‍ଗୁଡ଼ିକୁ ଉତ୍ସାହିତ କରିବା ପାଇଁ
ଆୟୁଷ ମନ୍ତ୍ରଣାଳୟ ଅନେକ ପଦକ୍ଷେପ ଗ୍ରହଣ କରିଥିବାର ଶ୍ରୀ ମୋଦୀ ଜଣାଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories