www.samajalive.in
Saturday, December 13, 2025
17.1 C
Bhubaneswar

ହ୍ୱାଟସ୍‌ ଆପ୍‌ ବନ୍ଦ କରିବା ପାଇଁ ଯାଉଛି ଏହି ଜରୁରୀ ସେବା- ଏଥିପାଇଁ ଦେବାକୁ ପଡିବ ଟଙ୍କା

ଏବେ ହ୍ୱାଟସ୍‌ଆପ୍‌ ଯୋଗାଯୋଗ ପାଇଁ ବେଶ୍‌ ଲୋକପ୍ରିୟ । ଯୋଗାଯୋଗର ପରିଭାଷାଙ୍କୁ ଏହା ପରିବର୍ତ୍ତନ କରିଛି । ଲୋକ ଏବେ ସନ୍ଦେଶ ଦେଇଛୁ, ନ ପଚାରି ହ୍ୱାଟସ୍‌ଆପ୍‌ କରିଛୁ ବୋଲି କହୁଛନ୍ତି। ସନ୍ଦେଶ ପ୍ରେରଣ , ଭିଡିଓ ଏବଂ ଫଟୋ ପ୍ରେରଣ ସହ ଅଡିଓ କଲ୍‌ ଭିଡିଓ କଲ୍‌ ଏବଂ ଗ୍ରୁପ୍‌ କଲ୍‌ ପାଇଁ ଏହା ଏକ ଲୋକପ୍ରିୟ ସମାଜିକ ଗଣମାଧ୍ୟମ ଏବଂ ଆପ୍‌ ।

ହ୍ୱାଟସ୍ଆପ୍‌କୁ କୋଟି କୋଟି ଉପଭୋକ୍ତା ବ୍ୟବହାର କରୁଛନ୍ତି । ଏବେ ଏହାର ବ୍ୟବହାରକାରୀଙ୍କ ପାଇଁ ଏକ ମାଗଣା ସେବା ବନ୍ଦ ହେବା ପାଇଁ ଯାଉଛି । ଆସନ୍ତା ଜୁନ୍‌ ମାସରୁ ଏହାର ବ୍ୟବହାରକାରୀଙ୍କ ପାଇଁ ଫ୍ରି କ୍ଲାଉଡିଂ ବା ମାଗଣା କ୍ଲାଉଡିଂ ସେବା ବନ୍ଦ କରାଯିବ । ଗୋଟିଏ ଫୋନ୍‌ରୁ ହ୍ୱାଟସ୍‌ଆପ୍‌ ଡିଲିଟ କରି ଆଉ ଗୋଟିଏ ଫୋନ୍‌ରେ ଲଗ୍‌ଇନ୍‌ କଲେ ଆଗରୁ ମାଗଣାରେ ବ୍ୟାକ୍‌ଅପ୍‌ ସୁବିଧା ମିଳୁଥିଲା । ଏଥିପାଇଁ କ୍ୱାଉଡିଂ ସର୍ଭିସ୍‌କୁ ହ୍ୱାଟସ୍‌ଆପ୍‌ ମାଗଣାରେ ଦେଉଥିଲା । ମାତ୍ର ୨୦୨୪ ଜୁନ୍‌ ମାସରୁ ଏହି ସେବା ବନ୍ଦ କରାଯିବ।

- Advertisement -

ହ୍ୱାଟସ୍‌ଆପ୍‌ ଗୁଗୁଲ୍‌ ଡ୍ରାଇଭ୍‌ରୁ ଚାଟ୍‌ ବ୍ୟାକ୍‌ଅପ୍‌ ପାଇଁ ୧୫ ଜିବିର ମାଗଣା ଷ୍ଟୋରେଜ୍‌ ମିଳୁଥିଲା । ଗୁଗୁଲ୍‌ ନିଜ ନିୟମରେ ବଡ ପରିବର୍ତ୍ତନ କରିବା ପାଇଁ ଯାଉଛି । ଏହା ପରେ ହ୍ୱାଟସ୍‌ଆପ୍‌ରେ ମେସେଜ୍‌ ବ୍ୟାକ୍‌ଅପ୍‌ ପାଇଁ ୧୩୦ ଟଙ୍କା ଲେଖାଏଁ ଦେବା ପାଇଁ ପଡିବ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories