www.samajalive.in
Sunday, December 14, 2025
26.1 C
Bhubaneswar

ସମାଜ ଡିଜିଟାଲ ବିଭାଗରେ ନିଯୁକ୍ତି ପାଇଁ ଡିସେମ୍ବର ୧୨ରେ ହେବ ସାକ୍ଷାତକାର

ସମାଜ ଡିଜିଟାଲ ଡେସ୍କ: ଦୈନିକ ସମାଜ’ର ଡିଜିଟାଲ ବିଭାଗରେ ଭିଡିଓ ଏଡିଟର, ମୋଜୋ(ମୋବାଇଲ ଜର୍ଣ୍ଣାଲିଷ୍ଟ) ରିପୋର୍ଟର, ଏସଇଓ/ଏସଇଏମ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ଆସନ୍ତା ୧୨ ତାରିଖ ଦିନ ଅନୁଷ୍ଠିତ ହେବ। ଭୁବନେଶ୍ଵରସ୍ଥିତ ସମାଜ ଶାଖା କାର୍ଯ୍ୟାଳୟ(କଳ୍ପନା ଛକ ନିକଟ)ରେ ଏହି ସାକ୍ଷାତକାର ଆୟୋଜନ କରାଯାଉଛି। ସାକ୍ଷାତକାର ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ଶେଷ ପ୍ରାର୍ଥୀ ଥିବା ପର୍ଯ୍ୟନ୍ତ ଜାରି ରହିବ। ଯୋଗାଯୋଗ ନମ୍ବର: ୦୬୭୪-୨୩୧୪୧୦୬  0674-2314106।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories