www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଶୋଇଥିଲା କୁକୁର, ବାଜିଗଲା ହାତୀ ଗୋଡ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜୀବଜନ୍ତୁଙ୍କ ମଜାଳିଆ ଓ ମନଛୁଆଁ ଭିଡିଓ ଭାଇରାଲ ହୋଇଥାଏ। ଏହି ତାଲିକାରେ ଏବେ ଆଉ ଏକ ଭିଡିଓ ଯୋଡି ହୋଇ ଯାଇଛି। ଭିଡିଓଟି ଏକ ହାତୀ ଓ କୁକୁରର। ଜଣେ ମହିଳା ଏହି ମନଛୁଆଁ ଭିଡିଓକୁ ଶେୟାର କରିଛନ୍ତି। ଭିଡିଓଟିକୁ ଲକ୍ଷ ଲକ୍ଷ ଲୋକେ ଦେଖି ଏହାକୁ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ମତ ଦେଉଛନ୍ତି।

ଜୁନ୍ ୧ରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିମାନଙ୍କୁ ହଠାତ୍ ମିଳିବ ଧନ, ଚାକିରି..ଚମକିବ ଭାଗ୍ୟ..

- Advertisement -

ଭିଡିଓରେ ଦେଖି ପାରିବେ, ହାତୀଟି ମହିଳାଙ୍କ ପୋଷା ଭଳି ମନେ ହେଉଛି। ହାତୀଟି ବୁଲିବା ସମୟରେ ହଠାତ୍ ରାସ୍ତାରେ ଶେଇଥିବା କୁକୁର ଉପରେ ଧ୍ୟାନ ଦେଇ ନାହିଁ। ଭୁଲରେ କୁକୁର ନିକଟକୁ ପଳାଇଛି। ପାଦ କୁକୁର ଦେହରେ ବାଜିବାରୁ ତା’ର ନିଦ ଭାଙ୍ଗି ଯାଉଛି। ଏଭଳି ହେବା ମାତ୍ରେ ହାତୀଟି ଚମକି ପଡୁଛି। ସେହି ସମୟରେ ଏହି ଭିଡିଓକୁ ରେକର୍ଡ କରାଯାଇଛି। ଏଭଳି ମନେ ହେଉଛି ହାତୀଟି ସାମାନ୍ୟ ଭୟଭୀତ ହୋଇ ଯାଉଛି।

ମେ ୨୬: ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories