www.samajalive.in
Tuesday, December 9, 2025
16.1 C
Bhubaneswar

ବୁଦ୍ଧି ଥିଲେ ଭାତ ମିଳେ; ଦେଖନ୍ତୁ ଚତୁର କୁଆର ଚତୁରାମି

କଥାରେ ଅଛି ଯଦି ବୁଦ୍ଧି ଥିବ ଭାତ ନିଶ୍ଚୟ ମିଳିବ । କେବେ କାହାର ପେଟ ଖାଲି ରହିବନି । ଆଜ୍ଞା ହଁ ଦର୍ଶକ ବନ୍ଧୁ ଏହି ଭିଡିଓଟି ଏହି ଲୋକ କଥାକୁ ସମ୍ପୂର୍ଣ୍ଣ ଭାବେ ଖାପ ଖୁଆଉଛି । ଦେଖନ୍ତୁ ଦୁଇଟି କୁଆ ଓ ଗୋଟିଏ ବିଲେଇର ଏହି ଭିଡିଓକୁ । କୁହାଯାଏ କୁଆ ବହୁତ ଚତୁର । ଯାହାକି ଏହି ଭିଡିଓ ପ୍ରମାଣ ଦେଉଛି । ଭିଡିଓରେ ଦେଖିବାକୁ ମିଳୁଛି କୌଣସି ଏକ ଖାଦ୍ୟ ବିଲେଇଟି ଏକ ରାସ୍ତାରେ ଖାଉଛି ।

ଆଉ ସେହି ଖାଦ୍ୟକୁ କୁଆ ଦୁଇଟି ଖାଇବାକୁ ଚେଷ୍ଟା କରୁଛନ୍ତି ।  ହେଲେ ବିଲେଇଟି ଛାଡ଼ୁନାହିଁ । ପରେ ଗୋଟିଏ କୁଆ ବିଲେଇଟିର ପଛପଟକୁ ଯାଇ ତାକୁ ଖୁମ୍ପି ଦେଇଛି । ଆଉ ବିଲେଟି ହଠାତ୍ କୁଆଟିକୁ ଘଉଡାଇବାକୁ ଯିବା ସମୟରେ ଅନ୍ୟ ଏକ କୁଆ ଆସି ସେହି ଖାଦ୍ୟକୁ ନେଇଯାଉଛି । ଯାହାକି ଚତୁର କୁଆର ଚତୁରାମିକୁ ସ୍ପଷ୍ଟ କରୁଛି । ଏବଂ ବୁଦ୍ଧି ଥିଲେ ଭାତ ମିଳେ ବୋଲି ଥିବା ଲୋକକଥାକୁ ହିଁ ସୂଚାଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories