ବଲାଙ୍ଗୀର : ଗତକିଛି ଦିନ ଧରି ଲଗାତାର ବହୁ ବ୍ୟକ୍ତିଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଉଛି। ଆଜି ମଧ୍ୟ ଜଣେ ୱେସ୍କୋ ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ସର୍କିଟ ହାଉସ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ ହୋଇଛି। ତାଙ୍କ ଘରୁ ନଗଦ ୧୬ ଲକ୍ଷଟଙ୍କା ଓ ସୁନା ବିସ୍କୁଟ ଜବତ ହୋଇଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।
Popular Categories



