ଭଦ୍ରକ : ଭଦ୍ରକ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ-୧ର ନିର୍ବାହୀ ଯନ୍ତ୍ରୀ ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଜଣାପଡିଛି। ଗିରଫ ନିର୍ବାହୀ ଯନ୍ତ୍ରୀଙ୍କ ନାମ ମାନସ ରଞ୍ଜନ ମହାନ୍ତି। ମାସେ ତଳେ ଭିଜିଲାନ୍ସ ମାନସଙ୍କୁ ଚଢାଉ କରିଥିଲା। ଏହାପରେ ସେ ଫେରାର ଥିବା ସୂଚନା ମିଳିଛି।
Popular Categories



