www.samajalive.in
Sunday, December 14, 2025
26.1 C
Bhubaneswar

‘ଏକ୍ସ’ ବା ଟ୍ୱିଟରରେ ବିନା ଫୋନ୍‌ ନମ୍ବରରେ କରିପାରିବେ ଭିଡିଓ କଲ୍‌

ନୂଆଦିଲ୍ଲୀ – ବର୍ତ୍ତମାନ ‘ଏକ୍ସ ତଥା ପୂର୍ବରୁ ଟ୍ୱିଟର କୁହଯାଉଥିବା ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ଏବେ ଭିଡିଓ କଲ୍‌ କରି ହେବ । ବିନା ଫୋନ୍‌ ନମ୍ବରରେ ଏବେ ଏକ୍ସରେ ଏହି ସୁବିଧା ଉପଲବ୍ଧ ହେବ ।

ଏକ୍ସର ମାଲିକ ଏଲୋନ୍‌ ମସ୍କ ଏ ବିଷୟରେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି । ଏବେ ଟ୍ୱିଟରରେ ଭିଡିଓ ଏବଂ ଅଡିଓ କଲ୍‌ ଉପଲବ୍ଧ ହେବ । ଟ୍ୱିଟର ୟୁଜରନେମ୍‌ ବ୍ୟବହାର କରି ଏହି କଲ୍‌ କରିହେବ । କେବଳ ଡାଟା କିମ୍ବା ଓ୍ୱାଇଫାଇର ସୁବିଧା ଥିଲେ ଏକ୍ସ ପ୍ଲାଟଫର୍ମରେ ଭିଡିଓ ଏବଂ ଅଡିଓ କଲ୍‌ କରିହେବ ।

- Advertisement -

ଏକ୍ସର ଡିଏମ୍‌ ମେନୁରେ ଏହି କଲ୍‌ ଚିହ୍ନ ରହିବ । ଏକ୍ସର ବ୍ୟବହାରକାରୀମାନେ ୟୁଜରନେମ୍‌କୁ ବ୍ୟବହାର କରି କଲ୍‌ କରିପାରିବେ ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories