www.samajalive.in
Monday, December 8, 2025
24.1 C
Bhubaneswar

ଦେଖନ୍ତୁ ଭିଡିଓ ; ନଦୀ କୂଳରେ ବୁଲୁଥିଲା କୁକୁର, ଆଖି ପିଛୁଳାକେ ଝାମ୍ପି ନେଲା କୁମ୍ଭୀର..

ନୂଆଦିଲ୍ଲୀ : କୁମ୍ଭୀର ଏକ ଭୟଙ୍କର ଜନ୍ତୁ। ଏହାକୁ ଦେଖିବା ମାତ୍ରେ ସାଧାରଣତଃ ଭୟ ଲାଗିଥାଏ। ତେବେ ଚିନ୍ତା କରନ୍ତୁ ନଦୀ କୂଳରେ ବୁଲୁଥିବା ସମୟରେ ହଠାତ୍‌ ଯଦି କୁମ୍ଭୀର ଆସିଯାଏ, ପରିସ୍ଥିତି କ’ଣ ହେବ। ସୋସିଆଲ ମିଡିଆରେ ଅନେକ ସମୟରେ କୁମ୍ଭୀର ଆକ୍ରମଣର ଅନେକ ଭିଡିଓ ଦେଖିବାକୁ ମିଳିଥାଏ। ଯାହାକୁ ଦେଖି ଖୁବ୍‌ ଭୟଭୀତ ଲାଗିଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି।

ଜନ୍ମାଷ୍ଟମୀରେ ଚମକିବ ଏହି ରାଶିଙ୍କ ଭାଗ୍ୟ..

- Advertisement -


ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ, ଗୋଟିଏ କୁକୁର ନଦୀରେ ପ୍ରଖର ଜଳ ପ୍ରବାହିତ ହେଉଥିବା ସମୟରେ କୂଳରେ ବୁଲୁଥିବା ଦେଖାଯାଉଛି । ସେହି ସମୟରେ ହଠାତ୍‌ ନଦୀ ଭିତରୁ ଏକ ବିରାଟକାୟ କୁମ୍ଭୀର ଆସି ଥରକେ କୁକୁରକୁ ପାଟିରେ ଝାମ୍ପି ନେଉଛି। ଭିଡିଓଟିକୁ ଲକ୍ଷାଧିକ ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଦେଖନ୍ତୁ ମନଛୁଆଁ ଭିଡିଓ ; ଜନ୍ମ ହେବା ମାତ୍ରେ ମାଆ ପଛେ ପଛେ ଚାଲୁଛି ହାତୀଛୁଆ..

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories