ଦେଖନ୍ତୁ ମନଛୁଆଁ ଭିଡିଓ ; ଜନ୍ମ ହେବା ମାତ୍ରେ ମାଆ ପଛେ ପଛେ ଚାଲୁଛି ହାତୀଛୁଆ..

ନୂଆଦିଲ୍ଲୀ : ବନ୍ୟ ଜୀବଜନ୍ତୁ ପ୍ରେମୀଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ନିକଟରେ ନବଜାତ ହାତୀ ଛୁଆ ଓ ମାଆ ହାତୀର ଏକ ମନଛୁଆଁ ଭିଡିଓକୁ ଦେଖିବାକୁ ଲୋକେ ବେଶ ପସନ୍ଦ କରୁଛନ୍ତି । ୧୨ ସେକେଣ୍ଡର ଏହି ଭିଡିଓରେ ନବଜାତ ହାତୀଛୁଆ ପ୍ରଥମ ପାଦ ପକାଇ ନିଜ ମାଆ ନିକଟକୁ ଯାଉଛି । Just born and started walking. Not able to … Continue reading ଦେଖନ୍ତୁ ମନଛୁଆଁ ଭିଡିଓ ; ଜନ୍ମ ହେବା ମାତ୍ରେ ମାଆ ପଛେ ପଛେ ଚାଲୁଛି ହାତୀଛୁଆ..