www.samajalive.in
Tuesday, December 9, 2025
26.1 C
Bhubaneswar

ହଂକଂ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ : ପୁଲିସ୍‍ର ମାତ୍ରାଧିକ କାର୍ଯ୍ୟର ତଦନ୍ତ ନେଇ ୟୁଏନଏଚସି ଉଚ୍ଚାୟୁକ୍ତଙ୍କ ନିର୍ଦେ​ଶ

ଜେନିଭା : ହଂକଂରେ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ସମୟରେ ପୁଲିସ୍‍ର ମାତ୍ରାଧିକ କାର୍ଯ୍ୟ ସମ୍ପର୍କରେ ହୋଇଥିବା ଅଭିଯୋଗର ତଦନ୍ତ କରିବାପାଇଁ ଜାତିସଂଘର ମାନାବାଧିକାର ଉଚ୍ଚାୟୁକ୍ତ ମିଚେଲ୍‍ ବ୍ୟାଚେଲେଟ୍‍ ନିର୍ଦ୍ଦେଶ ଦେଇଛନ୍ତି। ଏବେ ହଂକଂରେ ବଡ଼ ଧରଣର ସରକାର ବିରୋଧୀ ଆନ୍ଦୋଳନ ଚାଲିଛି। ତେବେ ଚୀନ୍‍ ସରକାର ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି କାର୍ଯ୍ୟ ଏକ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବୋଲି ଚୀନ୍‍ ପକ୍ଷରୁ କୁହାଯାଇଛି।

ବ୍ୟାଚେଲେଟ୍‍ ସାଉଥ୍‍-ଚାଇନା ମର୍ଣ୍ଣିଂ ସମ୍ବାଦପତ୍ରରେ ହଂକଂ ସଂକ୍ରାନ୍ତରେ ଯେଉଁ ପ୍ରବନ୍ଧ ଲେଖିଛନ୍ତି, ତାହା ଅନୁଚିତ ଏବଂ ଜାତିସଂଘର ନୀତି ଉଲ୍ଲଙ୍ଘନ କରୁଛି। ଏଥିରେ ସେ ହଂକଂ ପରିସ୍ଥିତି ନେଇ କେତେକ ଅନୁଚିତ ମନ୍ତବ୍ୟ ଦେଇଛନ୍ତି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories