www.samajalive.in
Friday, December 12, 2025
19.1 C
Bhubaneswar

୩୯ ପରୀକ୍ଷାର୍ଥୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ୩ ବର୍ଷ ପାଇଁ ଦେଇପାରିବେନି ପରୀକ୍ଷା

ଡେସ୍କ: ଜେଇଇ ମୁଖ୍ୟ ପରୀକ୍ଷା ୨୦୨୪ରେ ୩୯ ଜଣ ପରୀକ୍ଷାର୍ଥୀଙ୍କ ଉପରେ ୩ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଲା ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି – ଏନଟିଏ। ଅନ୍ୟାୟ ଉପାୟ ଅବଲମ୍ବନ କରିଥିବା ୩୯ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏହି ଜାତୀୟ ପରୀକ୍ଷଣ ସଂସ୍ଥା।

ମୋତିଲାଲ ନେହେରୁ ତାଙ୍କ ସମୟର ‘ଅମ୍ବାନୀ’ ଥିଲେ – ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତ

- Advertisement -

ଜେଇଇ-ମେନ୍ ସେସନ-୨ର ପ୍ରଥମ ଦିନରେ ଜାଲିଆତି ଓ ଅନ୍ୟାନ୍ୟ ଅନ୍ୟାୟ ଉପାୟରେ ଅନିୟମିତତା ବିଷୟ ସାମ୍ନାକୁ ଆସିବା ପରେ ଏନଟିଏ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଉନ୍ନତ ଏଆଇ ଉପକରଣ, ବିଶେଷକରି ଆଇଫେସର ଉପଯୋଗ କରି ଏଜେନ୍ସି ପରୀକ୍ଷା ଅନିୟମିତତାର ମୁକାବିଲା ପାଇଁ ଏହାର ସକ୍ରିୟ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦେଇ ଦୁର୍ନୀତିର ୯ଟି ମାମଲା ଚିହ୍ନଟ କରିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories