ମୋତିଲାଲ ନେହେରୁ ତାଙ୍କ ସମୟର ‘ଅମ୍ବାନୀ’ ଥିଲେ – ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତ

ଡେସ୍କ: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପିତା ମୋତିଲାଲ ନେହେରୁ ତାଙ୍କ ସମୟର ‘ଅମ୍ବାନୀ’ ଥିଲେ। ତାଙ୍କର ଏତେ ସମ୍ପତ୍ତି କେଉଁଠୁ ଆସିଲା ତାହା କେହି ଜାଣନ୍ତି ନାହିଁ ବୋଲି ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତ କହିଛନ୍ତି। କଙ୍ଗନାଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ଯେ ସେ ଦଳର ବରିଷ୍ଠ ନେତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ଏବଂ ସ୍ୱାଧୀନତା ସଂଗ୍ରାମୀ … Continue reading ମୋତିଲାଲ ନେହେରୁ ତାଙ୍କ ସମୟର ‘ଅମ୍ବାନୀ’ ଥିଲେ – ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତ