www.samajalive.in
Friday, December 12, 2025
27.1 C
Bhubaneswar

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ୫ କୋଟି ଟଙ୍କାର ହାତ ଘଣ୍ଟା ଜବତ କଲା ବହିଃଶୁଳ୍କ ବିଭାଗ

ମୁମ୍ବଇ: ଭାରତୀୟ କ୍ରିକେଟ ତାରକା ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଦୁଇଟି ହାତଘଣ୍ଟାକୁ ଦେଶର ବହିଃଶୁଳ୍କ ବିଭାଗର ଅଧିକାରୀମାନେ ଜବତ କରିଛନ୍ତି । ଏହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଜଣାଯାଇଛି । ରବିବାର ରାତିରେ ହାର୍ଦ୍ଦିକ ଦୁବାଇରୁ ସ୍ୱଦେଶ ଫେରିବା ସମୟରେ ବିମାନ ବନ୍ଦରରେ ତାଙ୍କ ଠାରୁ ଏହି ହାତଘଣ୍ଟା ଜବତ କରାଯାଇଥିଲା । ଉକ୍ତ ଘଣ୍ଟାର ବିଲ୍‍ ତାଙ୍କ ନିକଟରେ ନଥିବାରୁ ବହିଃଶୁଳ୍କ ବିଭାଗର ମୁମ୍ବଇସ୍ଥିତ ଅଧିକାରୀ ତାହାକୁ ଜବତ କରିଥିବା ଜଣାଯାଇଛି ।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories