www.samajalive.in
Sunday, December 14, 2025
19.1 C
Bhubaneswar

ଟ୍ରେଡ୍‌ମିଲ୍‌ରେ ଦୌଡ଼ୁଛନ୍ତିକି ?

ଓଜନ କମ୍ କରିବାକୁ ଆଜିକାଲି ଅଧିକାଂଶ ଲୋକ ଘରେ ଟ୍ରେଡ୍‌ମିଲ୍ କିଣି ରଖୁଛନ୍ତି। ନିଜ ଇଚ୍ଛାରେ ଯେତେବେଳେ ଚାହିଁିବେ, କସରତ କରିବା ଲକ୍ଷ୍ୟରେ ଲୋକେ ଏଇ ଯନ୍ତ୍ରଟିକୁ କିଣୁଛନ୍ତି। ଟ୍ରେଡମିଲ୍ ଘରେ ଥିଲେ, କେତୋଟି କଥା ଜାଣିନେବା ଜରୁରୀ।

ସମତଳରେ ଦୌଡ଼ିବା, ଚାଲିବା ଅଭ୍ୟାସ ସମସ୍ତଙ୍କ ପାଖେ ଅଛି। ହେଲେ ଟ୍ରେଡମିଲ୍‌ରେ ହଠାତ୍ କରି ଅଭ୍ୟାସ ଆରମ୍ଭ କରୁଥିଲେ, ଏହାର ବେଗ ଅଧିକ ରଖିବା ଅନୁଚିତ। ଦୁର୍ଘଟଣା ହେବା ଭୟକୁ ଏଡ଼ାଇ ଦିଆଯାଇନପାରେ।

- Advertisement -

ଟ୍ରେଡମିଲ୍‌ରେ ଦୌଡ଼ିବାବେଳେ ହୃତ୍‌ସ୍ପନ୍ଦନ ବେଗ ବଢ଼ିଲେ ମଧ୍ୟ ଏଥିରୁ ଓହ୍ଲାଇଆସନ୍ତୁ। ହୃଦ୍‌ରୋଗୀ ଏଥିରେ ନ ଚାଲିବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଭଲ।

ଆଣ୍ଠୁଗଣ୍ଠି କିମ୍ବା ଅଣ୍ଟା ବିନ୍ଧା ସମସ୍ୟା ଥିବା ରୋଗୀ ଟ୍ରେଡମିଲ୍‌ ଠାରୁ ଦୂରେଇ ରୁହନ୍ତୁ। ଏଥିରେ ଚାଲିଲେ ସେମାନଙ୍କ ସମସ୍ୟା ବଢ଼ିଯାଇପାରେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories