www.samajalive.in
Thursday, December 11, 2025
16.1 C
Bhubaneswar

ବାହାନାଗାର ଚିହ୍ନ ଲିଭିନି କଟକରେ ପୁଣି ମୁହାଁ ମୁହିଁ ହେଲେ ଦୁଇ ଯାତ୍ରୀବାହୀ ଟ୍ରେନ୍‌ – ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲେ

ଭୁବନେଶ୍ୱର – ବାହାନାଗା ରେଳ ଦୁର୍ଘଟଣାର ଦାଗ ଲିଭିନି । ମନରୁ ଯାଇନି ଏହି ମର୍ମନ୍ତୁଦ ଦୁର୍ଘଟଣାର ଦୁର୍ଦ୍ଦଶା । ଏବେ କଟକରେ ପୁଣି ଦୁଇଟି ଯାତ୍ରୀବାହୀ ଟ୍ରେନ୍‌ ମୁହାଁମୁହିଁ ହୋଇଛନ୍ତି ।

ରେଳ ବିଭାଗ ପକ୍ଷରୁ ଟ୍ରେନ୍‌ ଦୁଇଟି ମୁହାଁ ମୁହିଁ ହେବାରୁ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ଦିଆଯାଇଛି । ସୁରକ୍ଷା ପ୍ରୋଟକଲ୍ ଅନୁସାରେ ଏହି ଦୁଇଟି ଟ୍ରେନ୍ ଯାତ୍ରା କରୁଥିବାରୁ ଏକ ବଡ ଦୁର୍ଘଟଣା ଟଳିଯାଇଥିବା କୁହାଯାଉଛି ।

- Advertisement -

ପୂର୍ବତଟ ରେଳ ପକ୍ଷରୁ ଅଟୋମେଟିକ୍‌ ସିଗନାଲିଂ ସିଷ୍ଟମ ବିଭିନ୍ନ ଷ୍ଟେସନ୍‌ରେ ଏବେ ପ୍ରଚଳନ କରାଯାଉଥିବା କଥା କହିଛନ୍ତି ।

ମୁହାଁମୁହିଁ ହୋଇଥିବା ଦୁଇଟି ଟ୍ରେନ ମଧ୍ୟରେ ଗୋଟିଏ ପାସେଞ୍ଜର ଟ୍ରେନ୍ ଏବଂ ଅନ୍ୟଟି ମେମୁ ଟ୍ରେନ୍‌ ହୋଇଥିବା କୁହାଯାଉଛି ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories