www.samajalive.in
Wednesday, December 10, 2025
18.1 C
Bhubaneswar

ପୁରୀ-ଅନୁଗୁଳ ପାସେଞ୍ଜର ଟ୍ରେନରେ ନିଆଁ

ଭୁବନେଶ୍ୱର : ପୁରୀ-ଅନୁଗୁଳ ପାସେଞ୍ଜର ଟ୍ରେନରେ ଶନିବାର ନିଆଁ ଲାଗିଥିବା ନେଇ ଖବର ମିଳିଛି । ମାଳତୀପାଟପୁରଠାରେ ଟ୍ରେନରୁ ନିଆଁ ବାହାରିଥିବା ନେଇ ସୂଚନା ମିଳିଛି । ନିଆଁକୁ ଦେଖି ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ଟ୍ରେନର ବ୍ରେକ ବାଇଣ୍ଡିଙ୍ଗ ଘଷି ହୋଇ ସାମାନ୍ୟ ନିଆଁ ବାହାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବର ପାଇ ରେଲୱେ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଯାଦ୍ୱାରା ଏକ ବଡ ଅଘଟଣ ଟଳି ଯାଇଥିଲା । ସୁରକ୍ଷିତ ଭାବେ ପୁରୀ ଷ୍ଟେସନରେ ଟ୍ରେନ ପହଞ୍ଚିଛି ।

ଆଶ୍ୱସ୍ତି ; ବିଜେଡି ସଭାପତି ନବୀନଙ୍କ ଚିଠି ପ୍ରଭାବ, ପଶ୍ଚିମବଙ୍ଗରୁ ଆସୁଛି ଆଳୁ ଗାଡି..

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories