ଆଶ୍ୱସ୍ତି ; ବିଜେଡି ସଭାପତି ନବୀନଙ୍କ ଚିଠି ପ୍ରଭାବ, ପଶ୍ଚିମବଙ୍ଗରୁ ଆସୁଛି ଆଳୁ ଗାଡି..

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ପଶ୍ଚିମବଙ୍ଗରୁ ଆସୁଛି ଆଳୁ ଗାଡି । ପଶ୍ଚିମବଙ୍ଗ ସରକାର ଆଳୁ ଗାଡି ଛାଡିଛନ୍ତି । ରାଜ୍ୟରେ ଅହେତୁକ ଭାବେ ଆଳୁ ଦର ବୃଦ୍ଧି ସଭିଁଙ୍କ ଚିନ୍ତାର କାରଣ ପାଲଟିଥିଲା । ଆଳୁ ଦର ବୃଦ୍ଧି ପରେ ଶୁକ୍ରବାର ଅର୍ଥାତ୍‌ ଜୁଲାଇ ୨୬ ତାରିଖରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପତ୍ର ଲେଖିଥିଲେ । ଏହାପରେ ଶନିବାର ପଶ୍ଚିମବଙ୍ଗ ସରକାର … Continue reading ଆଶ୍ୱସ୍ତି ; ବିଜେଡି ସଭାପତି ନବୀନଙ୍କ ଚିଠି ପ୍ରଭାବ, ପଶ୍ଚିମବଙ୍ଗରୁ ଆସୁଛି ଆଳୁ ଗାଡି..