ରାୟଗଡା : ଲଗାଣ ବର୍ଷାରେ ରେଳ ଲାଇନରେ ମାଟି ଅତଡା ଧସିଛି । ରାୟଗଡା- କୋରାପୁଟ ରେଳ ଲାଇନରେ କେଉଟଗୁଡା-ସିକରପାଇ ଷ୍ଟେସନ ମଝିରେ ମାଟି ଅତଡା ଧସିଛି । ଲଗାତର ବର୍ଷା ଯୋଗୁଁ ମାଟି ଅତଡା ଧସିଥିବା ଜଣାପଡିଛି । ଖବର ମିଳିବା ପରେ ବିଭାଗ ତୁରନ୍ତ ଏନେଇ ତତ୍ପର ହୋଇଛି ।
Popular Categories

Hot this week
‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!