www.samajalive.in
Thursday, December 11, 2025
13.1 C
Bhubaneswar

ବେଆଇନ କଳା ମୁଗୁନି ପଥର ଚାଲାଣ ଅଭିଯୋଗରେ ଡମ୍ପର ଓ ଟ୍ରାକ୍ଟର ଜବତ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ଡୁକୁରା ବନ ବିଭାଗ ଦ୍ଵାରା ବେଆଇନ ଭାବେ କଳା ମୁଗୁନି ପଥର ଚାଲାଣ କରୁଥିବା ଡମ୍ପର ଓ ଟ୍ରାକ୍ଟରକୁ ଗୁରୁବାର ଜବତ କରାଯାଇଛି।

- Advertisement -

ଆଜି ସକାଳେ ଗୁଣ୍ଡିହୁଡ଼ି ଖଦାନରୁ ପଥର ବୋଝେଇ କରି ନେଉଥିବା ଏହି ଟ୍ରାକ୍ଟରକୁ ଶିରିଶବଣି ନିକଟରେ ଜବତ କରାଯାଇଛି। ସେହିପରି ବୁଧବାର ରାତିରେ ଡମ୍ପରଟି ଗଭେଇ ଖଦାନରୁ ପଥର ବୋଝେଇ କରି ନେଉଥିବା ବେଳେ ତାକୁ ଗଭେଇ ଛକ ନିକଟରେ ଜବତ କରାଯାଇଥିଲା। ଉଭୟ ଗାଡିକୁ ଡୁକୁରା ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories