ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ‘ତିତଲି’ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସମସ୍ତ ଜିଲାର ଜିଲାପାଳ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଆସନ୍ତାକାଲି ଲଘୁଚାପର ପ୍ରକୃତ ରୂପ ଜଣାପଡିବ ବୋଲି ଅତିରିକ୍ତ ରିଲିଫ କମିଶନର କହିଛନ୍ତି। ଏହାସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
Popular Categories



