ଭୁବନେଶ୍ୱର : ରାଜ୍ୟରେ ଅକ୍ଟୋବର ମାସରୁ ବାଘ ଗଣନା ଆରମ୍ଭ ହେବ। ଶୁକ୍ରବାର ଏନେଇ ଖବର ଜଣାପଡିବା ସହ ୨ଟି ପର୍ଯ୍ୟାୟରେ ପ୍ରାୟ ଦେଢମାସ ଧରି ଚାଲିବ ଗଣନା କାର୍ଯ୍ୟ। ଟ୍ରାଞ୍ଜାକ୍ଟ ଆନାଲିସିସ୍ ଓ କ୍ୟାମେରା ଟ୍ରାପ ଜରିଆରେ ବାଘ ଗଣନା ହେବ। ବାଘ ଗଣନା ନେଇ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।
Popular Categories



