www.samajalive.in
Saturday, December 6, 2025
26.1 C
Bhubaneswar

ବାଘୁଣୀ କବଳରୁ ଏମିତି ବର୍ତ୍ତିଲା ମୟୂର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଇନଷ୍ଟାଗ୍ରାମରେ ଏକ ଚକିତ କରିଦେବା ଭଳି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବାଘୁଣୀ ମୟୂରକୁ ମାରିବାକୁ ଚେଷ୍ଟା କରି ବିଫଳ ହେଉଛି । ଭିଡିଓରେ ନଜର ଆସୁଛି କି ଜଙ୍ଗଲରେ ବୁଲୁଥିବା ମୟୂର ଉପରେ ଅଚାନକ ଏକ ବାଘୁଣୀ ଆକ୍ରମଣ କରିଦେଉଛି । କିନ୍ତୁ ଠିକ୍ ସମୟରେ ମୟୂର ଉଡିଯାଉଛି ଏବଂ ନିଜକୁ ରକ୍ଷା କରୁଛି । ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ୨୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

 

View this post on Instagram

 

A post shared by RAWR SZN (@rawrszn)

- Advertisement -

ଭିଡିଓରେ ନଜର ଆସୁଛି କି ବାଘୁଣୀ ନିଜ ପଞ୍ଝାରେ ମୟୂରକୁ ମାରିବାକୁ ଉଦ୍ୟମ କରୁଛି । କିନ୍ତୁ ମୟୂର ଉଡି ଯାଉଛି । ଉଡି ଉଡି ଏକ ଗଛ ଉପରେ ବସି ବୋବାଉଛି ମୟୂର । ଭିଡିଓର କ୍ୟାପ୍ସନରେ ଲେଖାଯାଇଛି କି ଆବଶ୍ୟକ ପଡିଲେ ମୟୂର ଉଡିପାରେ ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories