www.samajalive.in
Wednesday, December 10, 2025
14.1 C
Bhubaneswar

 ୩ ଜଣ ପୋଲିସଙ୍କୁ ସସପେଣ୍ଡ କଲେ ଯାଜପୁର  ଏସ୍ ପି

ଯାଜପୁର :ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ।ଯୁବକକୁ  ନିର୍ଯ୍ୟାତନା ଘଟଣାରେ ,୩ ପୋଲିସ ବାବୁ ସସପେଣ୍ଡ।କାର୍ଯ୍ୟରେ ଅବହେଳା ପାଇଁ ୩ ଜଣଙ୍କୁ ସସପେଣ୍ଡ କଲେ ଏସ୍ ପି।କନେଷ୍ଟବଳ  ଦେବେନ୍ଦ୍ର ବାନରା ବି ନିଲମ୍ବିତ।ବାଲିଚନ୍ଦ୍ରପୁର ଥାନାର ଘଟଣାରେ ଏସ୍ଆଇ  , ,ଏଏସ୍ଆଇ ଓ ଜଣେ କନେଷ୍ଟବଳ ସସପେଣ୍ଡ।ଚିକିତ୍ସିତ ହେଉଥିବା ରବୀନ୍ଦ୍ର ମଲ୍ଲିକକୁ ପଚରାଉଚାରା କରିଛି ପୋଲିସ ।ଏସ୍ ଆଇ ଚିନ୍ମୟୀ ପୃଷ୍ଟି ,ଏ ଏସଆଇ  ଦୁର୍ଗେଶ ନନ୍ଦିନୀଙ୍କୁ ନିଲମ୍ବନ କରାଯାଇଛି ।ତଦନ୍ତ ସହ ନ୍ୟାୟ ଦାବି କରିଛନ୍ତି ପରିବାର ଲୋକ । ବୟାନ ରେକର୍ଡ଼ ପରେ ରବୀନ୍ଦ୍ର ମଲ୍ଲିକକୁ ଛାଡିଲା ପୋଲିସ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories