www.samajalive.in
Friday, December 12, 2025
27.1 C
Bhubaneswar

ଧନତେରସ୍‌‌ରେ ରାଶି ଅନୁଯାୟୀ କିଣି ଆଣନ୍ତୁ : ଚମକିଥାଏ ଭାଗ୍ୟ..

ଧନତେରସ ଦିନ ବଜାରରୁ ଶୁଭ ମୁହୂର୍ତ୍ତରେ ସୁନା, ଚାନ୍ଦି, ପିତ୍ତଳର ବସ୍ତୁ, ଘର, ଯାନ, ଘରର ଆବଶ୍ୟକ ସାମଗ୍ରୀ ଆଦି କିଣି ଥାଆନ୍ତି। ମାତ୍ର ଏହି ଦିନ ରାଶି ଅନୁଯାୟୀ ଜିନିଷ କିଣିବା ଦ୍ୱାରା ମା’ଲକ୍ଷ୍ମୀ ଓ କୁବେରଙ୍କ ବିଶେଷ କୃପା ମିଳିଥାଏ। ବର୍ଷଯାକ ଧନ-ସମ୍ପତ୍ତି ବୃଦ୍ଧି ହୋଇଥାଏ। ଧନର ଅଭାବ ଦୂର ହେବା ସହ ଭାଗ୍ୟ ମଧ୍ୟ ଚମକିଥାଏ। ଧନତେରସ୍‌‌ରେ ସୁନା,ଚାନ୍ଦି ଆଦି କିଣିବା ପରମ୍ପରା ବହୁ ପୁରାତନ କାଳରୁ ଚାଲୁ ରହିଛି। ମାନ୍ୟତା ଅନୁଯାୟୀ ଏହି ଦିନ କିଣିଥିବା ଜିନିଷ ୧୦ ଗୁଣା ହୋଇଥାଏ। ଜାଣନ୍ତୁ ରାଶି ଅନୁଯାୟୀ ଏହି ଦିନ କ’ଣ କିଣିବେ..

ମେଷ, ବୃଷ ଓ ମୀନ ରାଶିର ବ୍ୟକ୍ତି ବିଶେଷ ଏହି ଦିନ ସୁନା କିଣନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିବ। ସୁନା କିଣିବା ଦ୍ୱାରା ମା’ଲକ୍ଷ୍ମୀ ଓ ଭଗବାନ କୁବେର ପ୍ରସନ୍ନ ହେବା ସହ ଶୁଭଫଳ ମିଳିଥାଏ। ଘରେ, ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

- Advertisement -

ମିଥୁନ, କର୍କଟ, ସିଂହ, କନ୍ୟା ଓ ତୁଳା ରାଶିର ବ୍ୟକ୍ତି ବିଶେଷ ଚାନ୍ଦି କିଣିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ମିଳିଥାଏ।
ବିଛା, ଧନୁ ଓ ମକର ରାଶିର ବ୍ୟକ୍ତି ବିଶେଷ ଲୁହା ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ତମ୍ବା କିଣିବା ଶୁଭଙ୍କର।

.

 

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories