www.samajalive.in
Saturday, December 13, 2025
26.1 C
Bhubaneswar

ସାମ୍ବାରେ ଶୁଭିଲା ବିସ୍ଫୋରଣ ଶବ୍ଦ, ସବୁ ଡ୍ରୋନ ନଷ୍ଟ କରିଛି ସେନା

ଜମ୍ମୁ: ଜମ୍ମୁ-କାଶ୍ମୀର ସାମ୍ବାରେବଡ଼ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ପାକିସ୍ତାନୀ ଡ୍ରୋନ ସାମ୍ବାରେ ଉଡୁଥିବା ଦେଖିବାକୁ ମିଳିଥିଲା। ଫଳରେ ସମ୍ପୂର୍ଣ୍ଣ ସହରକୁ ବ୍ଲାକ ଆଉଟ କରି ଦିଆଯାଇଥିଲା। ସେନା ପକ୍ଷରୁ ସମସ୍ତ ଡ୍ରୋନ ଅକାମୀ କରିଦିଆଯାଇଛି।

 

- Advertisement -

ସାମ୍ନା ସେକ୍ଟରରେ ଡ୍ରୋନ ଠାବ ପରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ସୂଚନା ଦିଆଯାଇଛି। କିଛି ସମୟ ପୂର୍ବରୁ କମ୍‌‌ ସଂଖ୍ୟାରେ ଡ୍ରୋନ ଆସିଥିଲା ଏବଂ ସବୁ ଡ୍ରୋନ ନଷ୍ଟ କରିଦେଇଛୁ। ଆଦୌ ଚିନ୍ତିତ ହେବାର ନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories