www.samajalive.in
Monday, December 15, 2025
26.1 C
Bhubaneswar

ତିତିଲି’ ଓ ‘ଲା’ କିଡ୍‌ର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି ରଜ ପର୍ବ

ଭୁବନେଶ୍ୱର – ରଜ ଅବସର ରେ ତିତିଲି ଓ ଲା’ କିଡ୍‌ ର ମିଳିତ ଆନୁକୁଲ୍ୟରେ ପାଳିତ ହୋଇ ଯାଇଛି ତିନି ଦିନିଆ ରଜ ପର୍ବ।ଏହି ତିନି ଦିନରେ ଦୋଳି ରଜ ପାନ ପୋଡ଼ ପିଠା ଅଳତା ମେହେନ୍ଦି ସହିତ ଶେଷ ରଜରେ କୁନି କୁନି ପିାମାନଙ୍କୁ ନେଇ ତିତିଲି ଆୟୋଜନ କରିଥିଲା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ।

????????????????????????????????????

ଏଥିରେ ପିଲାମାନଙ୍କ ସହ ମା’ ମାନେ ଯୋଗ ଦେଇଥିଲେ ନାଚ ଗୀତରେ । ପୁଚି ଖେଳ ତାସ ଖେଳ ଦୋଳି ଖେଳ ବହୁ ଦର୍ଶକ ଙ୍କୁ ଆକୃଷ୍ଟ କରିଥିଲା।ରଜ ପର୍ବ ର ଉଦଯାପନୀ ଉତ୍ସବ ରେ ୫୫ୱର୍ଡ ର ପୂର୍ବତନ କର୍ପୋରେଟର ସୀମା ନାୟକ ଯୋଗ ଦେବା ସହିତ ତିତିଲି ର ପ୍ରତିଷ୍ଠାତା ଅର୍ପିତା ନନ୍ଦ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories