www.samajalive.in
Monday, December 8, 2025
14.1 C
Bhubaneswar

ସରକାରୀ କର୍ମଚାରୀ ୧୦ ବର୍ଷ ଅଫିସ୍‌ ନ ଆସି ନେଇଥିଲେ ଦରମା, ବୋନସ୍‌..

ନୂଆଦିଲ୍ଲୀ : ଥାଇଲ୍ୟାଣ୍ଡରେ ଜଣେ ସରକାରୀ ଅଧିକାରୀ ଗୋଟିଏ ଦିନ ମଧ୍ୟ କାର୍ଯ୍ୟାଳୟରେ କାମ ନକରି ୧୦ ବର୍ଷ ପର୍ଯ୍ୟନ୍ତ ଦରମା ଓ ବୋନସ୍‌ ନେଇଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନାନୁଯାୟୀ, ଅଧିକାରୀ ଜଣକ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟରେ କାମ କରିବା ପାଇଁ ସମୟ ଦେଇନଥିଲେ । କାରଣ ସେ ଏକ କ୍ଲବ୍‌ରେ ଗୀତ ଗାଆନ୍ତି । କ୍ଲବ୍‌ରେ ରାତି ସାରା କାମ କରି ଥକ୍କାପଣ ଯୋଗୁଁ କାର୍ଯ୍ୟାଳୟକୁ ଆସି କାମ କରୁନଥିଲେ । ମାତ୍ର ବ୍ୟକ୍ତି ଜଣଙ୍କୁ କାମରୁ ବାହାର କରାଯାଇନଥିଲା ବରଂ ଦରମା ସହ ବୋନସ୍‌ ମଧ୍ୟ ମିଳୁଥିଲା । ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।

ଦେଖନ୍ତୁ ଭିଡିଓ ; ଯୁବକଙ୍କୁ ଦେଖି ଭୟରେ ପଳାଇଲା ସିଂହ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories