କାମ୍ପାଲା : ଆଫ୍ରିକାର ଦେଶ ଉଗାଣ୍ଡାର ପଶ୍ଚିମରେ ଥିବା ଏକ ସ୍କୁଲରେ ଆଇଏସ ସହ ଜଡିତ ବନ୍ଧୁକଧାରୀ ଗୁଳି କରିବାରୁ ଅତିକମରେ ୨୫ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି। ଉଗାଣ୍ଡା ପୁଲିସ ଫୋର୍ସର ସୂଚନା ଅନୁଯାୟୀ, ଉଗାଣ୍ଡାର ପଶ୍ଚିମରେ ଥିବା ମପୈଡବେରେ ଲୁବିରିରା ସେକେଣ୍ଡାରୀ ସ୍କୁଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି।
ଆତଙ୍କବାଦୀ ଆକ୍ରମଣରେ ୨୫ ଛାତ୍ର ମୃତ
Popular Categories



