www.samajalive.in
Sunday, December 14, 2025
23.1 C
Bhubaneswar

୭ ଶାଳଗଡ ଜବତ କଲା ବନବିଭାଗ

ପାଟଣା :  ପାଟଣା ବନାଞ୍ଚଳ ସାହାରପଡ଼ା ସେକ୍ସନ ଅନ୍ତର୍ଗତ ଗୋହିରା ନିକଟ ଏକ ପଡିଆରେ କାଠମାଫିଆ ମାନେ କାଟି ରଖିଥିବା ୭ ଟି ଶାଳଗଡକୁ ବନବିଭାଗ ଶୁକ୍ରବାର ସନ୍ଧ୍ୟାରେ ଜବତ କରିଛି । ଗୋହିରାରେ ମାଫିଆ ମାନେ ଶାଳଗଛ କାଟି ରଖିଥିବା ଖବର ପାଇ ସାହାରପଡା ବନପାଳ ଭୂପତି ସେଠୀଙ୍କ ନେତୃତ୍ଵରେ ପାରା କର୍ମଚାରୀ ମାନେ ଗୋହିରା ଯାଇ ଶାଳଗଡ ଗୁଡ଼ିକୁ ଜବତ କରିଥିବା ସୂଚନା ମିଳିଛି। ଜବତ କାଠଗଡଗୁଡିକୁ ସାହାରପଡା ବନ କାର୍ଯ୍ୟାଳୟକୁ ଅଣାଯାଇଛି। ଘଟଣା ସମ୍ପର୍କରେ ଏସିଏଫ ଜିତେନ୍ଦ୍ର କୁମାର ବେହେରାଙ୍କୁ ଯୋଗାଯୋଗ କରାଯିବାରେ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଗଛ କାଟିଥିବା ଲୋକଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ସୂଚନା ମିଳିଛି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories