www.samajalive.in
Saturday, December 6, 2025
26.1 C
Bhubaneswar

ଜୁଲାଇ ୧୯ ଯାଏ ଲକଡାଉନ ବୃଦ୍ଧି କଲେ ତାମିଲନାଡ଼ୁ ସରକାର, ରାତି ୯ଟା ଯାଏ ଖୋଲିବ ଏସବୁ ଦୋକାନ

ଚେନ୍ନାଇ: ଜୁଲାଇ ୧୯ ପର୍ଯ୍ୟନ୍ତ କରୋନା ଲକଡାଉନ ଅବଧି ବୃଦ୍ଧି କରିଛନ୍ତି ତାମିଲନାଡ଼ୁ ସରକାର। ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ସହ ଆଲୋଚନା ପରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଶନିବାର ଏନେଇ ଘୋଷଣା କରିଛନ୍ତି। ତେବେ ଏଥର କଟକଣା ସାମାନ୍ୟ କୋହଳ କରାଯାଇଛି। ଆସନ୍ତା ୧୨ ତାରିଖଠାରୁ ନୂତନ ନିର୍ଦ୍ଦେଶାବଳୀ ଲାଗୁ ହେବ।

୫୦ ପ୍ରତିଶତ କ୍ଷମତା ସହ ହୋଟେଲ, ଚା’ ଦୋକାନ, ବେକେରୀ, ରାସ୍ତାକଡ଼ ଉଠା ଦୋକନ, ଜଳଖିଆ ଦୋକନ ଆଦି ରାତି ୯ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି। ଅପରପକ୍ଷରେ ସ୍କୁଲ, କଲେଜ, ସିନେମା ହଲ୍, ମଦ ଦୋକନ, ସ୍ୱିମିଙ୍ଗ୍ ପୁଲ୍ ଏବଂ ଚିଡ଼ିଆଖାନା ଆଦି ପୂର୍ବ ଭଳି ବନ୍ଦ ରହିବ।

Hot this week

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

Related Articles

Popular Categories