କରାଗ୍ରେ ବସତେ ଲକ୍ଷ୍ମୀ ; କରମଧ୍ୟେ ସରସ୍ୱତୀ
ସକାଳେ ବିଛଣା ତ୍ୟାଗ କରିବା ପରେ ସଭିଏଁ ନିଜ ହସ୍ତର ପାପୁଲିକୁ ଦର୍ଶନ କରିବାର ମାନ୍ୟତା ରହିଛି। ଏହାଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ସାରା ଦିନ ଭଲରେ ବିତିଥାଏ ବୋଲି କୁହାଯାଏ। କାର୍ଯ୍ୟରେ ସଫଳତା ପାଇଁ ମଧ୍ୟ…
Read More...
Read More...