Browsing Tag

samaja news

ଦକ୍ଷିଣ ମେରୁରେ ବିମାନ ବନ୍ଦର ନିର୍ମାଣ କରିବ ଚୀନ୍‌

ବେଜିଂ . – ଦକ୍ଷିଣ ମେରୁରେ ଚୀନ୍‌ ସ୍ଥାୟୀ ବିମାନ ବନ୍ଦର ନିର୍ମାଣ କରିବ । ସେଠାରେ ଚୀନ ପକ୍ଷରୁ  କରାଯାଉଥିବା ବିଭିନ୍ନ ଗବେଷଣା ପାଇଁ ଉପକରଣ ଓ ବୈଜ୍ଞାନିକମାନଙ୍କ ପାଇଁ ବିଭିନ୍ନ ସରଞ୍ଜାମ ପଠାଇବା ଉଦ୍ଦେଶ୍ୟରେ ଚୀନ…
Read More...

ସୂର୍ଯ୍ୟର ନିକଟତର  ହେଲା ନାସାର  ‘ପାର୍କର ସୋଲାର ପ୍ରୋବ’

ନ୍ୟୁୟର୍କ . – ସୂର୍ଯ୍ୟ ବିଷୟରେ ଅଧିକ ଗବେଷଣା ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମହାକାଶକୁ ‘ପାର୍କର ସୋଲାର ପ୍ରୋବ’ ପ୍ରେରଣ କରିଛି । ମାନବ ନିର୍ମିତ ବସ୍ତୁ ଭାବେ ‘ପାର୍କର ସୋଲାର ପ୍ରୋବ’ ସୂର୍ଯ୍ୟର…
Read More...

ଜାମ୍ମୁ କାଶ୍ମୀରରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ . – ଜମ୍ମୁ କାଶ୍ମୀରରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଭାରତ ସହ ପାକିସ୍ତାନରେ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । କାଶ୍ମୀରର ଚେମେରିର ୪୬ କିଲୋମିଟ ଦୂରରେ ଏହାର କେନ୍ଦ୍ରସ୍ଥଳ ଥିଲା…
Read More...

ରେଡ୍‌ ହ୍ୟାଟକୁ  ୩୪ ବିଲିୟନ  ଆମେରିକୀୟ ଡଲାରରେ କିଣିବ ଆଇବିଏମ୍‌

ନ୍ୟୁୟର୍କ . -  ଆମେରିକାର କମ୍ପାନୀ ଆଇବିଏମ୍‌  ରେଡ୍‌ ହ୍ୟାଟ ସଫ୍ଟଓ୍ୱାର କମ୍ପାନୀକୁ ୩୪ ବିଲିୟନ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୨୩,୮୦୦ କୋଟି) ଟଙ୍କାରେ କିଣବ । ଆଇବିଏମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି । …
Read More...

ଟ୍ୟୁନେସିଆର ରାଜଧାନୀରେ  ନିଜକୁ ବିସ୍ଫୋରଣରେ ଉଡାଇଲେ ମହିଳା

ଟ୍ୟୁନିସ୍‌ . – ଟ୍ୟୁନେସିଆର ରାଜଧାନୀ ଟ୍ୟୁନିସ୍‌ରେ ଜଣେ ମହିଳା ବିସ୍ଫୋରଣ କରି ନିଜକୁ ଉଡାଇ ଦେଇଛନ୍ତି । ଏହି ଆତ୍ମଘାତୀ ବିସ୍ଫୋରଣରେ ୮ ଜଣ ଲୋକ ଆହତ ହୋଇଥିବା ବିବିସି.କମ୍‌ ନିଜ ଖବରରେ ସୂଚନା ଦେଇଛି । ଟ୍ୟୁନିସ…
Read More...

ସୀମା ସୁରକ୍ଷା ବାହିନୀ ଦ୍ୱାରା ଦୁଇ ପାକିସ୍ତାନୀ ନାଗରିକ ଗିରଫ

ଲୁଧିଆନା . -  ପଞ୍ଜାବ ସୀମାରେ ଦୁଇଜଣ ପାକିସ୍ତାନୀ ନାଗରିକଙ୍କୁ ସୀମା ସୁରକ୍ଷା ବାହିନୀର ଯବାନମାନେ ଗିରଫ କରିଛନ୍ତି । ଏମାନଙ୍କ ନିକଟରୁ ପାକିସ୍ତାନୀ ସେନାର ପରିଚୟ ପତ୍ର ଥିବା ବେଳେ , ପାକିସ୍ତାନୀ ମୁଦ୍ରା ଓ…
Read More...

ବିଜେପିରେ ଯୋଗଦେଲେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ

ଥିରୁଭାନନ୍ତପୁରମ . -  ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଜି ମାଧବନ୍‌ ବିଜେପିରେ ଯୋଗ ଦେଇଛନ୍ତି ।  ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଶନିବାରରେ ଥିରୁଭାନନ୍ତପୁରମରେ…
Read More...

ଗାଳି ଦେବାରୁ ଶିକ୍ଷକଙ୍କୁ ଲୁହାଛଡରେ ପିଟିଲା ଛାତ୍ର

ନୂଆଦିଲ୍ଲୀ .  -  ଜଣେ ଛାତ୍ରଙ୍କୁ ଗାଳି ଦେବା  ଶିକ୍ଷକଙ୍କ ପାଇଁ ମହଙ୍ଗା ସାବସ୍ତ୍ୟ ହୋଇଛି । ଦିଲ୍ଲୀର ସାକେତ ଅଞ୍ଚଳରେ ଏହି ଘଟଣା ଘଟିଛି । ଅଷ୍ଟମ ଶ୍ରେଣୀର ଛାତ୍ରକୁ  ତାହାର ଶ୍ରେଣୀ ଶିକ୍ଷକ ଗାଳି ଦେଇଥିଲେ। ସେ…
Read More...

ଏଲ୍‌ପିଜି ଟ୍ୟାଙ୍କର ବିସ୍ଫୋରଣ ଯୋଗୁଁ ଜଳିଗଲା ୫ଟି ଗାଡି, ୩ ଗୁରୁତର

ଲକ୍ଷ୍ମୌ . -   ଯମୁନା ଏକ୍ସପ୍ରେସ ହାଇଓ୍ୱେରେ ଦ୍ରୁତ ଗତିରେ ଯାଉଥିବା ଏକ ଏଲ୍‌ପିଜି  ଟ୍ୟାଙ୍କରେ ବିସ୍ଫୋରଣ ଘଟି ନିଆଁ ଲାଗିଛି । ଦ୍ରୁତ ଗତିରେ ଯିବା ସମୟରେ ଏହା ଏକ ଟ୍ରକକୁ ଓଭରଟେକ୍‌ କରୁଥିବା ସମୟରେ ଘସି…
Read More...

ନଭେମ୍ବର ୧ରୁ୧୦ ଦିଲ୍ଲୀରେ ବ୍ୟାୟାମ କରିବା ଓ ଦୌଡିବା ମନା

ନୂଆଦିଲ୍ଲୀ . – କଥାଟା ଶୁଣିଲେ ଟିକିଏ ଅଡୁଆ ଲାଗୁଥିବା । ହେଲେ  ଏହା ସତ । ଆପଣ ଭାବୁଥିବେ ଦିଲ୍ଲୀରେ କ’ଣ ପାଇଁ ନଭେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ବ୍ୟାୟାମ କରିବା ଓ ଦୌଡିବା ମନା କରାଯାଇଛି । ମାତ୍ର ଲୋକଙ୍କ ଭଲ…
Read More...