Browsing Tag

samaja news

ମେଲବର୍ଣ୍ଣରେ ଆତଙ୍କବାଦୀ ଆକ୍ରମଣ, ଜଣେ ମୃତ ୨ ଆହତ

ସିଡ୍‌ନୀ .- ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଆତଙ୍କବାଦୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଏହାକୁ ମେଲବର୍ଣ୍ଣ ପୁଲିସ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଟ କରିଛି । ଆକ୍ରମଣକାରୀ…
Read More...

ତେଜପ୍ରତାପଙ୍କ ଚିନ୍ତାରେ ବିଗିଡିଲାଣି ଲାଲୁଙ୍କର ସ୍ୱାସ୍ଥ୍ୟାବସ୍ଥା

ପାଟଣା . – ଲାଲୁ ପ୍ରତାପ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ବିବାହର କିଛି ଦିନ ପରେ ନିଜ ପତ୍ନୀଙ୍କୁ ଛାଡ ପତ୍ର ଦେବାପାଇଁ ଆବେଦନ କରିଛନ୍ତି । ସେ  ଉତ୍ତର ମେରୁ ହୋଇଥିବାବେଳେ ତାଙ୍କ ପତ୍ନୀ ଐଶ୍ୱର୍ୟା ଦକ୍ଷିଣ ମେରୁ…
Read More...

ଭାରତ-ଚୀନ୍‌ ସୀମାରେ ସେନାର ଯବାନଙ୍କ ସହ ଦୀପାବଳି ପାଳନ କଲେ ମୋଦି

ନୂଆଦିଲ୍ଲୀ . – ଭାରତ ଚୀନ ସୀମାରେ ଭାରତୀୟ ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପାଳନ କରିଛନ୍ତି । ଉତ୍ତରାଖଣ୍ଡରେ ଥିବା କେଦାରନାଥ ମନ୍ଦିରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ କେଦାରନାଥଙ୍କ ଦର୍ଶନ…
Read More...

କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦି

କେଦାରନାଥ .-  ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କେଦାରନାଥଙ୍କୁ ଦର୍ଶନ କରିଛନ୍ତି । ବୁଧବାର ସକାଳେ  ପ୍ରଧାନମନ୍ତ୍ରୀ  କେଦାରନାଥରେ ପହଞ୍ଚିଥିଲେ । ୨୦୧୩ ବାଦଲଫଟା ବର୍ଷା ଓ ବନ୍ୟାପରେ ସେଠାରେ କରାଯାଉଥିବା…
Read More...

ପାକିସ୍ତାନର ସମସ୍ତ ବ୍ୟାଙ୍କକୁ  ହ୍ୟାକ କଲେ ହ୍ୟାକର

ଇସଲାମାବାଦ . -  ପାକିସ୍ତାନର ସମସ୍ତ ବ୍ୟାଙ୍କକୁ ହ୍ୟାକ କରାଯାଇଥିବା ସୂଚନା ମିଳିଛି । ସମସ୍ତ ବ୍ୟାଙ୍କର ସର୍ଭର ଓ ଡାଟାବେସ୍‌କୁ ହ୍ୟାକ କରାଯାଇଛି ।  ଏଥିପାଇଁ ପାକିସ୍ତାନର କେତ ବ୍ୟାଙ୍କ କ୍ରେଡିଟ୍‌ ଓ ଡେବିଟ୍‌…
Read More...

ତୁଷାରପାତ ଯୋଗୁଁ କାଶ୍ମୀରରେ ୫୦୦ କୋଟି ଟଙ୍କାର ଶେଓ ନଷ୍ଟ

ଶ୍ରୀନଗର . – କାଶ୍ମୀରରେ କେତକ ଅଞ୍ଚଳରେ ଏବେ ପ୍ରବଳ ତୁଷାରପାତ ହେଉଛି ।  ଏଥର ପୂର୍ବ ଅପେକ୍ଷା ଶୀଘ୍ର ତୁଷାରପାତ ହୋଇ ଥିବାରୁ କାଶ୍ମୀର ଉପତ୍ୟକାର ଶେଓ ଚାଷ ନଷ୍ଟ ହୋଇଛି ।   ତୁଷାରପାତ ଯୋଗୁଁ ପ୍ରାୟ ୫୦୦ କୋଟି…
Read More...

ଧରାପଡିଲା ସଚିବାଳୟରେ ପଶିଥିବା ଚିତାବାଘ

ଗାନ୍ଧୀନଗର . -  ଗୁଜୁରାଟ  ସଚିବାଳୟରେ ରବିବାର ବିଳମ୍ବିତ ରାତ୍ରରେ ପ୍ରବେଶ କରିଥିବା ଚିତାବାଘକୁ ସେଠାକାର ବନ ବିଭାଗ କାବୁ କରିବାରେ ସକ୍ଷମ ହୋଇଛି।  ସିସି ଟିଭି କ୍ୟାମେରାରେ ଚିତାବାଘ ପଶିଥିବା ସ୍ପଷ୍ଟ ହୋଇଥିଲା ।…
Read More...

ମୁମ୍ବଇର ସଲମ୍‌ ବସ୍ତିରେ ଭୀଷଣ ଅଗ୍ନିକାଣ୍ଡ

ମୁମ୍ବାଇ . – ମୁମ୍ବାଇର ବାନ୍ଦ୍ର ଅଞ୍ଚଳରେ ଥିବା ସଲେମ ବସ୍ତିର ନର୍ଗିସ ଦତ୍ତା ନଗରରେ ମଙ୍ଗଳବାର ସକାଳେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ବସ୍ତିରେ ଥିବା ୫୦ରୁ ଅଧିକ ଘର ଭସ୍ମୀଭୂତ ହୋଇଯାଇଛି ।…
Read More...

ଶରଣାର୍ଥୀମାନଙ୍କୁ ରୋକିବା ପାଇଁ  ସୀମାକୁ ୫,୨୦୦ ସୈନ୍ୟ ପଠାଇଲା ଆମେରିକା

ଓ୍ୱାଂଶିଟନ . – ମଧ୍ୟବର୍ତ୍ତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଆମେରିକାର ରକ୍ଷାମନ୍ତ୍ରାଳୟ ପେଣ୍ଟାଗନ ଦେଶରେ  ପ୍ରବେଶ କରିବାକୁ ଥିବା ଶରଣାର୍ଥୀମାନଙ୍କୁ ରୋକିବା ପାଇଁ  ଦକ୍ଷିଣ ପଶ୍ଚିମ ସୀମାକୁ ୫,୨୦୦ ସୈନ୍ୟ  …
Read More...

ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ୱର/କଟକ . -  ଧାମରାରେ ନିକଟସ୍ଥ ଅବଦୁଲ କାଲାମ ଦ୍ୱୀପରୁ ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।   ମଙ୍ଗଳବାର ରାତି ୮ଟାରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ସମ୍ପୂର୍ଣ୍ଣ ସ୍ୱେଦେଶୀ…
Read More...