Browsing Tag

puri

ହୀରାକୁଦ ଛାଡିଲା ବନ୍ୟାଜଳ, ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଡେସ୍କ: ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଆଜି ସକାଳ ସାଢ଼େ ୯ଟାରେ ୭ଟି ଗେଟ ଖୋଲିଛନ୍ତି। ଏହି ୭ଟି ଗେଟ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡା ଯାଉଛି। ଆଜି ୩ଟି ପର୍ଯ୍ୟାୟରେ ମୋଟ ୨୦ଟି ଗେଟ ଖୋଲାଯାଇ ବନ୍ୟାଜଳ…
Read More...

ଗଛ ମୂଳ ଚାନ୍ଦିନୀରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

କଳାପଥର (ବାଙ୍କୀ): ନୂଆଗାଁ ପଂଚାୟତ ଖଜୁରୀପଦା ଗ୍ରାମ ୨୧ ନଂ ଅଙ୍ଗନୱାଡି କେନ୍ଦ୍ରରେ ସହାୟିକା ହିଁ ଭରସା। ଆଜିକୁ ଦୀର୍ଘ ୪ ବର୍ଷରୁ ଅଧିକ ଦିନ ହେବ ଅଙ୍ଗନୱାଡି କର୍ମୀ ପ୍ରତିଜ୍ଞା ରଥ ଡବଲ ମର୍ଡର ଘଟଣା ଠାରୁ ପରିବାର…
Read More...

ରାସରସିକପୁର ସ୍କୁଲରେ ଶିକ୍ଷା ସପ୍ତାହ

ଆଠଗଡ: ଆଠଗଡ ସହରର ରାସରସିକପୁର ସ୍କୁଲରେ ଚାଲିଥିବା ବିଦ୍ୟାଳୟସ୍ତରୀୟ ଶିକ୍ଷା ସପ୍ତାହର ଷଷ୍ଠ ଦିବସରେ ଇକୋ କ୍ଲବ ଗଠନ ସହିତ ଚାରା ରୋପଣ କରାଯାଇଥିଲା। ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଶିକ୍ଷଣ…
Read More...

ଏନଏସଏସ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗୋପାଳପୁର: ମା ପାଇଁ ଗଛଟିଏ ସ୍ଲୋଗାନ ନେଇ ଜାତୀୟ ସେବା ଯୋଜନା ପିଜି ୟୁନିଟ ପକ୍ଷରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ ଛାତ୍ରବାସ ପରିସରରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି। କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ…
Read More...

ମାତୃପୁରୀରେ ସ୍ମୃତିରେ କଲାମ କାର୍ଯ୍ୟକ୍ରମ

ରେଙ୍ଗାଲିକ୍ୟାମ୍ପ: ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଏ.ପି. ଜେ.ଅବଦୁଲ କଲାମଙ୍କ ଦଶମ ପୁଣ୍ୟତିଥିରେ ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃପୁରୀରେ…
Read More...

ପାଟଣା ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବୈତରଣୀ ବିହାର ସ୍ୱାମ ପାଟଣାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ଏବିଇଓ ସଚ୍ଚିଦାନନ୍ଦ ସେଠୀ…
Read More...

ତୁରୁମୁଙ୍ଗା ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପାଟଣା: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତୁରୁମୁଙ୍ଗା ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ସ୍ଥାନୀୟ ଆୟୁର୍ବେଦିକ ଚିକିତ୍ସାଳୟର ଡାକ୍ତର ଜଗଦୀଶ ଚନ୍ଦ୍ର ମହାନ୍ତ ପ୍ରଦୀପ ପ୍ରଜ୍ବଳନ…
Read More...

ବିରଳ ଶାଳିଆ ପତିନି ଉଦ୍ଧାର

ପାଟଣା: ପାଟଣା ବନାଞ୍ଚଳ ଇଲାକା ଖଡିକାପଦା ହୁଡ଼ି ସାହିରୁ ବର୍ଷା ମାଡରେ ହାଲିଆ ହୋଇ ପଡିଥିବା ଏକ ବଡ଼ କଳା ରଙ୍ଗର ଭିନ୍ନ ପ୍ରଜାତିର ବିରଳ ଶାଳିଆପତିନିକୁ ବନବିଭାଗ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା ଯୋଗାଇ…
Read More...

ଗହଣା ସଫା କରିବା ଆଳରେ ସୁନା ହାର ନେଇଗଲେ ଠକ

ପାଟଣା: ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସିଂହବିଲା ଗ୍ରାମକୁ ୨ ଠକ ଆସି ସୁନା ରୂପା ଗହଣା ସଫେଇ ଆଳରେ ଅଭିନବ ଢ଼ଙ୍ଗରେ ମହିଳାଙ୍କ ଠାରୁ ସୁନା ହାର ନେଇ ଚମ୍ପଟ ମାରିଛନ୍ତି। ସିଂହବିଲା ଗ୍ରାମର ପ୍ରକାଶ ଚନ୍ଦ୍ର ନାଏକଙ୍କ…
Read More...

ନୀଟ୍‌‌-ୟୁଜି ଅନିୟମିତତା ମାମଲା – ଗଣମାଧ୍ୟମ ସମ୍ବାଦକୁ ନେଇ ସ୍ପଷ୍ଟୀକରଣ ଦେଲା ସିବିଆଇ

ଡେସ୍କ: ନୀଟ୍‌‌-ୟୁ.ଜି. ଅନିୟମିତତା ମାମଲାର ଯାଞ୍ଚ୍‌‌ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା - ସିବିଆଇ ତଦନ୍ତ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଉଥିବା ସମ୍ବାଦକୁ ଖଣ୍ଡନ କରିଛି। ସିବିଆଇ କହିଛି, ଏପର୍ଯ୍ୟନ୍ତ…
Read More...