Browsing Tag

phulbani

ଶୁଣିଲାନି ପ୍ରଶାସନ; ଶେଷରେ ଗାଁ ଶ୍ମଶାନ ରାସ୍ତା ନିର୍ମାଣ କଲେ ସମାଜସେବୀ

ଫୁଲବାଣୀ : ବାରମ୍ବାର ଦାବି ପରେ ମଧ୍ୟ ଶୁଣିଲାନି ପ୍ରଶସାନ। ଶେଷରେ ନିଜ ଗ୍ରାମର ଓ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଗାଁ ଶ୍ମଶାନର ରାସ୍ତା ନିର୍ମାଣ କଲେ ସମାଜସେବୀ। ତାହା ମଧ୍ୟ ନିଜ ଖର୍ଚ୍ଚରେ। ପ୍ରକାଶ ଯେ,…
Read More...

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗିରଫ

ଫୁଲବାଣୀ : ସ୍ଥାନୀୟ ଏକ ଦୋକନକୁ ଟାଟୁ କରିବା ପାଇଁ ଯାଇଥିବା ଦୁଇଜଣ ଯୁବକଙ୍କ ଆକ୍ରମଣରେ ଦୋକାନୀ ଗୁରୁତର ଆହତ ହୋଇଛନ୍ତି। ଟାଉନ ଥାନା ପୁଲିସ ଆକ୍ରମଣକାରୀ ଯୁବକମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା…
Read More...

କନ୍ଧମାଳ ଜିଲାରେ ମୃଦୁ ଭୂମିକମ୍ପ, ଲୋକେ ଭୟଭୀତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଳକରେ ଶୁକ୍ରବାର ରାତିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।। ଏହାକୁ ନେଇ ସମଗ୍ର ଜିଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ମୃଦୁ…
Read More...

କନ୍ଧମାଳରେ ଆଜି ଜିରୋ ପଜିଟିଭ

ଫୁଲବାଣୀ : କନ୍ଧମାଳରେ ସୋମବାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଲେ ମଙ୍ଗଳବାର ଜିଲା ରିପୋର୍ଟ ଜିରୋ ପଜିଟିଭ ରହିଛି। ଫଳରେ ଆଜି ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୯୨୭ ରହିଛି। ସେହିଭଳି ଚିକିତ୍ସାଧୀନ…
Read More...

ଫୁଲବାଣୀରେ ଏବିଭିପି ପକ୍ଷରୁ ଦୁଇ ଦିନିଆ ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ

ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) କନ୍ଧମାଳ ଶାଖା ପକ୍ଷରୁ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ…
Read More...

ଗ୍ରାମ୍ୟ ଉନ୍ନୟନ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ, ଆନ୍ଦୋଳନ ପାଇଁ ଚେତାବନୀ

ଫୁଲବାଣୀ : କନ୍ଧମାଳ ଜିଲା ଟିକାବାଲି ସ୍ଥିତ ତେଙ୍ଗେଡ଼ାପଥର ଗ୍ରାମ୍ୟ ଉନ୍ନୟନ ସମିତିର ଏକ ପ୍ରତିନିଧି ଦଳ ବିିଭିନ୍ନ ସମସ୍ୟା ନେଇ ଆଜି ଟିକାବାଲି ବିଡ଼ିଓଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିବା ସହିତ ଏନେଇ ଏକ…
Read More...

ଓୟୁଏଟି ପକ୍ଷରୁ ମାଣ୍ଡିଆ ଅମଳ ଓ ସଫାଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ଫୁଲବାଣୀ : କନ୍ଧମାଳ ଜିଲାର ବାଲିଗୁଡ଼ାଠାରେ ମାଣ୍ଡିଆ ଚାଷୀ ଯେପରି ସଅଳ ଓ ସହଜରରେ ନିଜ ଉତ୍ପାଦିଦ ମାଣ୍ଡିଆକୁ କ୍ଷେତ୍ରରୁ ଅମଳ କରିବା ସହିତ ସଫା ସୁତୁରା କରି ଚାହିଦା ବୃଦ୍ଧି କରିପାରିବେ ଓ ଅଧିକ ଦରରେ ବଜାରରେ…
Read More...

ଛଟେଇ ବିରୋଧରେ ଡାଟା ଏଣ୍ଟ୍ରି ଅପରେଟରଙ୍କ ଦାବିପତ୍ର

ଫୁଲବାଣୀ : ମହାତ୍ମା ଗାନ୍ଧୀ କର୍ମନିୁଯୁକ୍ତି ଯୋଜନା କାର୍ଯ୍ୟ ପାଇଁ ବିଭିନ୍ନ ବ୍ଲକରେ ନିଯୁକ୍ତ ହୋଇଥିବା ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ଛଟେଇ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଆଉଟ ସୋର୍ସିଙ୍ଗ…
Read More...

କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ପୂଣ୍ୟକୃଶ ସଂଘର ସେବାଭଗ୍ନୀ ଗଣ

ଫୁଲବାଣୀ/ବ୍ରାହ୍ମଣୀଗା: ଦେଶବ୍ୟାପି ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ପୂଣ୍ୟକୃଶ ସଂଘର ସେବାଭଗ୍ନୀ ଗଣ। ଦୀର୍ଘଦିନ ହେଲା କୃଷକମାନେ ଥଣ୍ଡା କାକରରେ ଦିଲ୍ଲୀରେ ଆନ୍ଦୋଳନ ଜାରି ରଖିଛନ୍ତି। କୃଷକମାନଙ୍କ…
Read More...

କଂଗ୍ରେସ ପକ୍ଷରୁ କଳିଙ୍ଗ ନଗର ଆଦିବାସୀ ଶହୀଦ ଦିବସ ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଫୁଲବାଣୀ: ଗତ ୨୦୦୬ ଜାନୁଆରୀ ୨ ତାରିଖରେ ଯାଜପୁରର କଳିଙ୍ଗନଗରଠାରେ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରି ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ୧୬ ଜଣ ଆଦିବାସୀଙ୍କ ଶହୀଦ ହେବାର ୧୫ ବର୍ଷ ପୂର୍ତ୍ତି ଅବସରରେ ଆଜି କନ୍ଧମାଳ…
Read More...