Browsing Tag

phulbani

ମାନବିକତା ଦେଖାଇଲେ ଯୁବଗୋଷ୍ଠୀ, ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଦେଲେ ନୂଆ ଜୀବନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରରେ ଦୀର୍ଘ ଦିନ ଧରି ସହର ଏ କୋଣରୁ ସେ କୋଣକୁ ଘୁରି ବୁଲୁଥିବା ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ସହଯୋଗର ହାତ ବଢାଇଛନ୍ତି ଫିରିଙ୍ଗିଆ ସହରର କିଛି ଯୁବଗୋଷ୍ଠୀ।…
Read More...

୬ ଲକ୍ଷ ଟଙ୍କାର ଗଂଜେଇ ଜବତ, ଚାଲାଣକାରୀ ଫେରାର୍‍

ଫୁଲବାଣୀ : କନ୍ଧମାଳ ଜିଲା ଗୋଛାପଡ଼ା ପୁଲିସ୍‍ ରବିବାର ଗଂଜେଇ ଚାଲାଣ ପାଇଁ ଏକ ସ୍ଥାନରେ ରଖାଯାଇଥିବା କୌଣସି ପ୍ରକାର ଖବର ପାଇ ଅଚାନକ ଭାବେ ଚଢାଉ କରିଥିବା ବେଳେ ଅଭିଯୁକ୍ତମାନେ ଦୂରରୁ ପୁଲିସକୁ ଦେଖି ଫେରାର୍‍…
Read More...

ଦେଶୀ ବିଦେଶୀ ମଦ ଜବତ, ୩ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗର ସୂଚନା ପ୍ରକାରେ, ଆଜି…
Read More...

ବାଲିଗୁଡା କୋର୍ଟରେ ସବ୍ୟସାଚୀଙ୍କ ମାମଲାର ଶୁଣାଣୀ

ଫୁଲବାଣୀ/ବାଲିଗୁଡା : ଏଗାର ମାସର ବ୍ୟବଧାନରେ ମାଓନେତା ସବ୍ୟସାଚୀ ପଣ୍ଡା ପୁଣି କୋର୍ଟରେ ହାଜର ହୋଇଛନ୍ତି। କରୋନା କଟକଣା କାରଣରୁ ସମସ୍ତ ଅଦାଲତ ବନ୍ଦ ଥିବାରୁ ସବ୍ୟସାଚୀଙ୍କ ଶୁଣାଣି ବି ଏତେ ଦିନ ଧରି ହୋଇ ପାରି ନ…
Read More...

ଘନ କୁହୁଡ଼ି ଚାଦର ତଳେ ଦାରିଙ୍ଗବାଡ଼ି

ଫୁଲବାଣୀ: ଘନ କୁହୁଡ଼ି ଚାଦର ତଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ। କିଛି ଦିନ ହେଲା ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଥିବା ବେଳେ ପାଣିପାଗ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ପ୍ରକାରେ…
Read More...

ସାହିତ୍ୟିକ ଅକ୍ଷୟ କର୍ଣ୍ଣ ହେଲେ ଓଡିଶା ସଂସ୍କୃତି କଳା ପରିଷଦର ରାଜ୍ୟ ସଂଯୋଜକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକ କଳା ସଂଘର କନ୍ଧମାଳ ଜିଲା ସଭାପତି ତଥା କବି, ଲେଖକ ଓ ସାହିତ୍ୟିକ ଅକ୍ଷୟ କର୍ଣ୍ଣ ରାଜ୍ୟ ସଂସ୍କୃତି କଳା ପରିଷଦର ରାଜ୍ୟ ସଂଯୋଜକ ଭାବେ ମନୋନିତ ହୋଇଛନ୍ତି। ତାଙ୍କର ନିଜ…
Read More...

ରାଜ୍ୟ ମହିଳା ଆୟୋଗ ଦ୍ୱାରା କନ୍ଧମାଳର ଝିଅ ପୁରସ୍କୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ସନ୍ଧ୍ୟାରାଣୀ ବେହେରା ରାଜ୍ୟ ମହିଳା ଆୟୋଗ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ସନ୍ଧ୍ୟାରାଣୀ ବର୍ତମାନ ରେଲୱେ ପୁଲିସରେ କନଷ୍ଟେବଳ ଭାବେ ଭୁବନେଶ୍ୱରରେ କାର୍ଯ୍ୟରତ ଅଛନ୍ତି।…
Read More...

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ମେଗା ଋଣମେଳା

ଫୁଲବାଣୀ: ସ୍ଥାନୀୟ ଷ୍ଟେଟବ୍ୟାଙ୍କ ତାଲିମକେନ୍ଦ୍ର ପରିସରରେ ଶୁକ୍ରବାର ବ୍ୟାଙ୍କ ତରଫରୁ ଏକ ମେଗା ଋଣମେଳା ଆୟୋଜିତ ହୋଇଯାଇଛି। କନ୍ଧମାଳ ସମେତ ବୌଦ୍ଧ, ଗଞ୍ଜାମ, ଗଜପତି ଜିଲାର ୭୨୬ ଟି ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ…
Read More...

ଜୈବିକ ପୁଞ୍ଜ ମାଧ୍ୟମରେ ମାଛଚାଷ ତାଲିମ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକରେ ଥିବା ଶଗଡାସାହିରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବାୟୋଫ୍ଲୋକ (ଜୈବିକପୁଞ୍ଜ) ମାଧ୍ୟମରେ ମାଛଚାଷ ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ…
Read More...

ଦାବୀ ପୂରଣ ନହେଲେ ଟୀକା ନେବୁନାହିଁ

ଫୁଲବାଣୀ/ବାଲିଗୁଡା: ସୁସ୍ଥ ଓଡିଶା ଓ କରୋନା ମୁକ୍ତ ଓଡିଶା ପାଇଁ ପ୍ରତିଜ୍ଞାବଦ୍ଧ ହୋଇ ନିଷ୍ଠାର ସହିତ କାର୍ଯ୍ୟରତ ରାଜ୍ୟର ୧୫ହଜାର କରୋନା ଯୋଦ୍ଧା ବହୁମୁଖୀ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ…
Read More...