Browsing Tag

phulbani

ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଫୁଲବାଣୀ: ସ୍ଥାନୀୟ ହାଟପଦା ସ୍ଥିତ ନାରାୟଣୀ ଯାତ୍ର ସଭାଗୃହ ଠାରେ ଆଜି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ରୁ ଊର୍ଦ୍ଧ୍ବ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ସ୍ୱେଚ୍ଛାସେବୀ…
Read More...

କନ୍ଧମାଳ: ୭୭,୪୧୧ ଶିଶୁ ନେଲେ ପୋଲିଓ ବୁନ୍ଦା

ଫୁଲବାଣୀ: କନ୍ଧମାଳ ଜିଲାରେ ୭୭ହଜାର ୪ ଶହ ୧୧ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି। ରବିବାର ଅନୁଷ୍ଠିତ ଏହି ସ୍ୱତନ୍ତ୍ର ପୋଲିଓ ଟୀକା ଅଭିଯାନରେ ଜିଲାରେ ଲକ୍ଷ୍ୟ ତୁଳନାରେ ୯୦ ପ୍ରତିଶତ ଶିଶୁଙ୍କୁ ଟୀକା…
Read More...

ରାସ୍ତାକଡରୁ ନବଜାତ ଶିଶୁ ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି

ଫୁଲବାଣୀ : ଫୁଲବାଣୀ ଚାଇଲ୍ଡ ଲାଇନ ଦ୍ୱାରା ରବିବାର ବିଲମ୍ବିତ ରାତିରେ ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି। ଶିଶୁଟିର ବୟସ ପ୍ରାୟ ୬ ରୁ ଦିନ ହୋଇ ଥାଇପାରେ ବୋଲି ଅନୁମାନ କରାଯାଇଛି। ରାତି ପ୍ରାୟ ୧୨ଟା ସମୟରେ ଜନୈକ…
Read More...

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଚିହ୍ନଟ ଶିବିର

ଫୁଲବାଣୀ/ଖଜୁରିପଡା: କନ୍ଧମାଳ ଜିଲ୍ଲା ଖଜୁରିପଡା ସଦରମହକୁମା ଠାରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିଷରରେ ବ୍ଳକର ବିଭିନ୍ନ ପଂଚାୟତର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍କ ଚିହ୍ନଟ ଶିବିର ଆୟୋଜନ ହୋଇଯାଇଛି। ଏଥିରେ ଖଜୁରିପଡା…
Read More...

କୁଇ ଭାଷା ସାହିତ୍ୟ ସମିତି ଓ କୁଇ ସମାଜ ଯୁବ ପରିଷଦ ତରଫରୁ ପୂର୍ଣ୍ଣମାସୀ ଜାନୀଙ୍କୁ ଭୀମଭୋଇ ସମ୍ମାନ ଓ ସମ୍ବର୍ଦ୍ଧନା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସାରଙ୍ଗଡ଼ ନିକଟସ୍ଥ କାଣିବିଡିକା ଗ୍ରାମରେ କୁଇ ଭାଷା ସାହିତ୍ୟ ସମିତି ଓଡିଶା ଓ କୁଇ ସମାଜ ଯୁବ ପରିଷଦ କନ୍ଧମାଳର ମିଳିତ ଆନୁକୁଲ୍ୟରେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କନ୍ଧମାଳ ତଥା କୁଇ…
Read More...

୩୦ କେଜି ଗଂଜେଇ ଜବତ, ୨ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ୍‍ ଆଜି ରାତ୍ରରେ ଏକ ଅଟୋରେ ଗଂଜେଇ ଚାଲାଣ ହେଉଥିବା କୌଣସି ପ୍ରକାର ଖବର ପାଇ ସରୁକୁଇ ଘାଟିରେ ତନଖୀ ବେଳେ ଉକ୍ତ ଅଟୋରୁ ୩୦ କେଜି ଗଂଜେଇ ଜବତ କରିବା ସହିତ ଏହି ଘଟଣାରେ ୨…
Read More...

ଅଟୋ-ବାଇକ୍‍ ମଧ୍ୟରେ ଧକ୍କା: ଜଣେ ମୃତ, ୨ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ବରିଗୁଡ଼ା ନିକଟରେ ଏକ ଅଟୋ ଓ ବାଇକ୍‍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍‍ ଚାଳକଙ୍କ ମୃତ୍ୟୁ ହେବା ସହିତ ଅନ୍ୟ ୨ ଜଣ ଗୁରୁୂତର ହୋଇଛନ୍ତି।…
Read More...

ବାଇକ-କାର ମୁହାଁମୁହିଁ ଧକ୍କା, ବାଇକ ଚାଳକ ଗୁରୁତର

ଫୁଲବାଣୀ : ଦାରିଙ୍ଗବାଡ଼ି ଥାନା ଅର୍ନ୍ତଗତ ଶ୍ରାନିକେତା ପଂଚାୟତ ଦଣ୍ଡିମାହା ଗ୍ରାମ ୫୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଏକ ବାଇକ ଏବଂ କାର ମୁହାଁମୁହିଁ ଧକ୍କା ହେବା ଦ୍ୱାରା ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଦେଖିବାକୁ…
Read More...

କନ୍ଧମାଳ ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଯୋଜନା କମିଟିର ୨୧ତମ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଜଙ୍ଗଲ ଓ ପରିବେଶ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ…
Read More...

ଭକ୍ତିରସର ଅନନ୍ୟ ପ୍ରତିଭା ପୂର୍ଣ୍ଣମାସୀ ଜାନୀ

ଫୁଲବାଣୀ : କନ୍ଧମାଳ ଜିଲାର ଅନ୍ୟତମ ପରିଚିତ ନାମ ତଥା ଆଧ୍ୟାତ୍ମିକ କବୟିତ୍ରୀ ପୂର୍ଣ୍ଣମାସୀ ଜାନୀଙ୍କୁ ମଳିବ ପଦ୍ମଶ୍ରୀ ଉପାଧି। ଏନେଇ ଆଜି ଘୋଷଣା ହେବା ପରେ ସମଗ୍ର କନ୍ଧମାଳ ଜିଲାରେ ଖୁସିର ଲହରି ଖେଳିଯାଇଛି।…
Read More...