Browsing Tag

odia news

ଓଡ଼ିଶା ବାଳକ ହକି ଦଳ ଚମ୍ପିଆନ୍

ରାଉରକେଲା : ହରିୟାଣାର ରୋହତକ ରାଜୀବ ଗାନ୍ଧୀ ଷ୍ଟାଡିୟମ୍ ପରିସରରେ ୧୭ ବର୍ଷରୁ କମ ବାଳକ ହକି ବର୍ଗରେ ବାଜି ମାରିଛି ଓଡ଼ିଶା ଦଳ। ବୁଧବାର ଓଡ଼ିଶା ଏବଂ ହରିୟାଣା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ…
Read More...

ବାଂଲାଦେଶୀ ଯୁବତୀଙ୍କୁ ସେକ୍ସ ରାକେଟରେ ସମ୍ପୃକ୍ତି ମାମଲା: ମିଳିଲା ନାବାଳିକାଙ୍କ ଜନ୍ମ ପ୍ରମାଣ ପତ୍ର

କଟକ : ବାଂଲାଦେଶୀ ଯୁବତୀଙ୍କୁ ସେକ୍ସ ରାକେଟରେ ସମ୍ପୃକ୍ତି ମାମଲା। ମିଳିଲା ନାବାଳିକାଙ୍କ ବାର୍ଥ ସାର୍ଟିଫିକେଟ୍। ବାର୍ଥ ସାର୍ଟିଫିକେଟରୁ ନାବାଳିକାଙ୍କୁ ବର୍ତ୍ତମାନ ୧୭ ବର୍ଷ  ହୋଇଥିବା ଜଣାପଡିଛି। ନାବାଳିକା ର…
Read More...

ଟ୍ରକ-କାର୍ ଧକ୍କା: ୫ ଡାକ୍ତର ମୃତ

ନୂଆଦିଲ୍ଲୀ : ଡିଭାଇଡରକୁ ପିଟି ଟ୍ରକ୍ ସହ ଧକ୍କା ହେଲା କାର୍ । ଚାଲିଗଲା ୫ ଡାକ୍ତରଙ୍କ ଜୀବନ। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ୱେରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୈଫଇ ମେଡିକାଲ କଲେଜର ୫ ଜଣ ଡାକ୍ତର…
Read More...

ଭିଜିଲାନ୍ସ ଜାଲରେ ଜୁନିଅର ଖଣି ଅଧିକାରୀ : ଏକାକାଳୀନ ୭ଟି ସ୍ଥାନରେ ଚଢାଉ

କେନ୍ଦୁଝର: କେନ୍ଦୁଝର ଜୁନିଅର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ। ଜୁନିଅର ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର, କେନ୍ଦୁଝର,…
Read More...

ବଦଳିବ ଏସବୁ ରାଶିଙ୍କ ଭାଗ୍ୟ, ଧନୀ ହେବା ସହ କିଣିବେ ନୂଆ ଘର !

ମେଷ: ସଦାସର୍ବଦା ମାତୃ ସ୍ନେହ ମିଳିବ। ରାଜନୀତି ଓ କୂଟନୀତିରେ ଉଚ୍ଚାସନ ଲାଭ କରିପାରନ୍ତି। ବିଦେଶରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ବିଦ୍ୟାବାନ୍‌, ପ୍ରଜ୍ଞାଶୀଳ ଓ ଶାସ୍ତ୍ରଜ୍ଞ ହେବେ। ​‌ସୁସ୍ଥ ଓ ନିରାମୟ ରହିବେ।…
Read More...

୪ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ପୁରୀ : ଆସନ୍ତା ୪ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ…
Read More...

‘ପ୍ରସାଦ’ରେ ସାମିଲ ହେବ ମା’ ମଙ୍ଗଳା ଓ କୀଚକେଶ୍ବରୀ ମନ୍ଦିର

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ‘ତୀର୍ଥଯାତ୍ରା କାୟାକଳ୍ପ ଏବଂ ଆଧ୍ୟାତ୍ମିକ ସମ୍ବର୍ଦ୍ଧନ ଅଭିଯାନ’ (ପ୍ରସାଦ) ଯୋଜନାରେ ଦୁଇ ପ୍ରାଚୀନ ମନ୍ଦିର ପୁରୀ ଜିଲା କାକଟପୁର ସ୍ଥିତ ମା’ ମଙ୍ଗଳା ମନ୍ଦିର ଏବଂ ମୟୂରଭଞ୍ଜ ଜିଲା…
Read More...

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ

ନୟାଗଡ଼ : ମହାବିଦ୍ୟାଳୟରେ କାର୍ଯ୍ୟରତ ଜଣେ କିରାଣିଙ୍କ ଦରମା କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବାହାଡ଼ାଝୋଲାସ୍ଥିତ ଦଧିବାମନଜୀଉ ଯୁକ୍ତତିନି…
Read More...

ଆଜି ୫ ଘଣ୍ଟା ପାଇଁ ଜଗା ଦର୍ଶନ ବନ୍ଦ

ପୁରୀ: ଆଜି (ବୁଧବାର) ମାର୍ଗଶୀର କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବ ସାଧାରଣ…
Read More...

ଆସୁଛନ୍ତି ପ୍ରଧାନମନ୍ତ୍ରୀ: ୨୯ରେ ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରୋଡ୍ ଶୋ

ଭୁବନେଶ୍ବର : ଓଡ଼ିଶାରେ ଆସନ୍ତା ୨୯ରେ ପୁଲିସ ମହାନିର୍ଦେଶକ (ଡିଜିପି)ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ମାନେ ଅଂଶଗ୍ରହଣ କରିବା କାର୍ଯ୍ୟକ୍ରମ…
Read More...