Browsing Tag

odia news

ବିଜେପି ଯୁବ ସଭାପତି କହି ଘର ଦେବା ନାଁରେ ଠକେଇ ଅଭିଯୋଗ

ଫୁଲବାଣୀ: ରାଜ୍ୟରେ ଦିନକୁ ଦିନ ଠକେଇ ମାମଲା ବଢିବାରେ ଲାଗିଛି। ଗରିବ ନିରୀହ ଲୋକଙ୍କୁ ବିଭିନ୍ନ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବା କହି ଟଙ୍କା ଠକି ନେଉଛନ୍ତି ଠକ। ଖାସ୍‌ କରି ଯୁବପୀଢିଙ୍କର ଏଭଳି ଘଟଣାରେ…
Read More...

ବାଲିଯାତ୍ରାରେ ଓଡିଆ ଦର୍ଶକଙ୍କ ହୃଦୟ ଜିତିଲେ ସୋନୁ: ପାଦରୁ ଜୋତା ଖୋଲି ଗାଇଲେ ଜଗନ୍ନାଥଙ୍କ ଭଜନ

କଟକ: ମଙ୍ଗଳବାର ଥିଲା ବାଲିଯାତ୍ରାର ପଞ୍ଚମ ସନ୍ଧ୍ୟା । ଲକ୍ଷାଧିକ ଦର୍ଶକଙ୍କ ସମାଗମ ରେ ଉଛୁଳିଥିଲା ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆ। ତେବେ ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ପ୍ରଖ୍ୟାତ ବଲିଉଡ଼ ଗାୟକ ସୋନୁ…
Read More...

ରୁଷ୍‌ ଉପରେ ଆମେରିକା ତିଆରି କ୍ଷେପଣାସ୍ତ୍ର ମାଡ଼ କଲା ୟୁକ୍ରେନ

ମସ୍କୋ : ରୁଷ୍ ଉପରେ ଆମେରିକା ତିଆରି କ୍ଷେପଣାସ୍ତ୍ର ମାଡ କରିଛି ୟୁକ୍ରେନ। ଆମେରିକା ତିଆରି ୬ଟି ଏଟିଏସିଏମ୍‌ଏସ୍‌ କ୍ଷେପଣାସ୍ତ୍ର ୟୁକ୍ରେନ ମାଡ କରିଥିବା ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ କରିଛି। ଆମେରିକା…
Read More...

ବାରଙ୍ଗରେ ଲଜ୍ଜା: ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ, ଆଇସିୟୁରେ ଭର୍ତ୍ତି

କଟକ : କଟକ ବାରଙ୍ଗ ଥାନା ତ୍ରିଶୁଳିଆ ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ଗୁରୁତର ନାବାଳିକାକୁ ଉଦ୍ଧାର କରାଯାଇ ଶିଶୁ ଭବନର ଆଇସିୟୁରେ ଭର୍ତ୍ତି…
Read More...

ସନ୍ଦେହଜନକ ଭାବେ ଦୁଇ ଜଣଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଜଗସିଂହପୁର : ଜଗସିଂହପୁର ତିର୍ତ୍ତୋଲ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ସିରସ୍ତା ଗାଁରେ ସନ୍ଦେହଜନକ ଭାବେ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖାଦ୍ୟ କିମ୍ବା ପାନୀୟରେ ବିଷକ୍ରିୟା ଯୋଗୁଁ…
Read More...

ଆଜିଠୁ ବରଗଡରେ ଧାନ କିଣା

ଭୁବନେଶ୍ୱର :  ଆଜି ବରଗଡ଼ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ କିଣା। ବରଗଡ଼ ସଦର ବ୍ଲକ କଳାପାଣି ମାର୍କେଟ ୟାର୍ଡ ଏବଂ ଅତାବିରା ବ୍ଲକ ଗୋଡଭଗା ଏବଂ ଅତାବିରା ମାର୍କେଟ ୟାର୍ଡ ଠାରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ…
Read More...

ଭିଜିଲାନ୍ସ ପଞ୍ଝାରେ ଖାଦ୍ୟ ଯୋଗାଣ ଅଧିକାରୀ: ଏକକାଳୀନ ୧୧ ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ଵର: ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରୁଛି। ସୁରେଶଙ୍କ ପୈତୃକ ଘର,…
Read More...

ଆସୁଛି ଆଉ ଏକ ଲଘୁଚାପ : କୁହୁଡି ନେଇ ଏସବୁ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ଵର: ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପୂର୍ବରୁ ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ…
Read More...

ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ: ପୁଞ୍ଜିପତିଙ୍କୁ ଭେଟି ନିବେଶ ପାଇଁ ଆମନ୍ତ୍ରଣ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସିଙ୍ଗାପୁରରେ ରୋଡଶୋ କରି ୩୦୦ରୁ ଊର୍ଦ୍ଧ୍ବ ଶିଳ୍ପପତି, ଅତିଥି, ନିବେଶକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ସେମାନଙ୍କୁ…
Read More...

କମିଲା ଇକୋରିଟ୍ରିଟ୍‌ ବୁକିଂ ଶୁଳ୍କ

ଭୁବନେଶ୍ୱର : ଡିସେମ୍ବର ପହିଲାରୁ ସାମୁଦ୍ରିକ ବେଳାଭୂମି ଏବଂ ଜଙ୍ଗଲ ପରିବେଶପୂର୍ଣ୍ଣ ପ୍ରାକୃତିକ ସୌନ୍ଦର୍ଯ୍ୟସ୍ଥଳରେ ଜମିବ ଇକୋରିଟ୍ରିଟ। ପର୍ଯ୍ୟଟନ ଋତୁରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବେ…
Read More...