Browsing Tag

odia news

ପୋଖରୀରେ ପଡ଼ି ଶିଶୁ ପୁତ୍ର ମୃତ

ବାସୁଦେବପୁର: ଭଦ୍ରକ ବାସୁଦେବପୁର ନାୟକାଣିଡ଼ିହି ଥାନା କାଶୀପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ପଡ଼ି ଏକ ଶିଶୁପୁତ୍ରର ଜୀବନ ଚାଲିଯାଇଛି। ମୃତକ ଜଣକ ଦାଶରଥି ପଲାଇଙ୍କ ଅଢେଇ ବର୍ଷର ପୁଅ ଶ୍ୟାମସୁନ୍ଦର ବୋଲି…
Read More...

୫ ହଜାର ଗୃହରକ୍ଷୀ ସହ ପୂରଣ ହେବ ୧୦ ହଜାର ପଦବୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କମିଶନରେଟ୍ ପୁଲିସ୍ ପକ୍ଷରୁ ଲୋକାର୍ପିତ ହେଲା ନୂତନ ସେବା। ଆଜି ଆୟୋଜିତ ହୋଇଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୩୦ଟି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ଇଆରଏସଏସ୍) ଗାଡି…
Read More...

ଡିଭୋର୍ସ ପାର୍ଟି ଦେଇ ଚର୍ଚ୍ଚାରେ ଯୁବକ

ନୂଆଦିଲ୍ଲୀ : ଡିଭୋର୍ସ ପାର୍ଟି ଦେଇ ଚର୍ଚ୍ଚାରେ ଯୁବକ। ବିବାହ, ବିବାହ ବାଷିକୀ, ଜନ୍ମ ଦିନରେ ଲୋକେ ସାଧାରଣତଃ ପାର୍ଟି ଦେବା ଆପଣମାନେ ଶୁଣିଥିବେ। କିନ୍ତୁ ହରିଆଣାର ଜଣେ ଯୁବକ ନିଜ ବିବାହ ବିଛେଦରେ ଲୋକଙ୍କୁ ଭୋଜି…
Read More...

ଜେଲରୁ ଫେରିଲା,ପ୍ରେମିକାକୁ ମାରି ୬ ଖଣ୍ଡ କରି ଫିଙ୍ଗିଲା

ଝାରସୁଗୁଡ଼ା : ପ୍ରତିଶୋଧ ପାଇଁ ପିଶାଚ ପାଲଟିଲା ପ୍ରେମିକ। ଯାହାକୁ ଦିନେ ମନପ୍ରାଣ ଦେଇ ଭଲ ପାଉଥିଲା ତାକୁ ସେ ୬ ଖଣ୍ଡ କରି ଏଣେତେଣେ ଫୋପାଡ଼ିଦେଲା। ଝାରସୁଗୁଡ଼ା ଜିଲାରୁ ପ୍ରେମିକାକୁ ଆଣି ହତ୍ୟା ପରେ ସୁନ୍ଦରଗଡ଼…
Read More...

ଫେଲ୍‌ ମାରିଲା ଅପରେସନ୍, ଜୀବନ ଯୁଦ୍ଧରେ ହାରିଗଲା ଆର୍ଯ୍ୟନ୍

ଜୟପୁର: ଚାଲିଗଲା ଆର୍ଯ୍ୟନ୍‌।  ୫୭ ଘଣ୍ଟାର ଅପରେସନ ପରେ ବି ବଞ୍ଚିପାରିଲାନି ଜୀବନ । ରାଜସ୍ଥାନର ଦୌସାରେ ​‌ଖେଳିବା ବେଳେ ଗତ ୯ ତାରିଖରେ ୧୫୦ ଫୁଟର ଏକ ବୋରୱେଲରେ ଖସି ପଡ଼ିଥିଲା ୫ବର୍ଷର ବାଳକ  । ୩ ଦିନ ଧରି…
Read More...

ଲୁଟିଲେ, ପରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ସୁନ୍ଦରଗଡ: ସୀମା ଟପିଲା ବର୍ବରତା। ସୁନ୍ଦରଗଡ ଜିଲ୍ଲା ବଣାଇରେ ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଘର କବାଟ ବାଡେଇଥିଲେ। ଏବଂ ମହିଳା ଜଣକ…
Read More...

ପାରାଦୀପ ପିପିଏଲ୍ ପ୍ଲାଣ୍ଟ ଆଗରେ ଠିକା ଶ୍ରମିକଙ୍କ ଧାରଣା

ପାରାଦୀପ : ପାରାଦୀପ ପିପିଏଲ୍‌ ମୁଖ୍ୟ ଫାଟକ ଅବରୋଧ କରି ଧାରଣାରେ ବସିଛନ୍ତି ୩୦୦ରୁ ଅଧିକ ଠିକା ଶ୍ରମିକ। ୧୨ ଦିନ ହେଲାଣି କମ୍ପାନୀ ମେକାନିକାଲ ଓ୍ବାକର୍ସ ମାନଙ୍କର ଗେଟ୍ ପାସ୍ ବନ୍ଦ କରିଥିବା ଅଭିଯୋଗ ହୋଇଛି।…
Read More...

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

ଭୁବନେଶ୍ବର : ଆଜି (ଗୁରୁବାର) ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ। ଆଜି ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ…
Read More...

ଜାନୁଆରୀରୁ ଏଟିଏମ୍‌ରେ ଉଠିବ ଇପିଏଫ୍‌ ଟଙ୍କା

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍ଓ) ସଦସ୍ୟଙ୍କ ପାଇଁ ଭଲ ଖବର। ୨୦୨୫ ପ୍ରାରମ୍ଭରୁ ଏଟିଏମ୍‌ରେ ଉଠାଇ ହେବ ଇପିଏଫ୍‌ ଟଙ୍କା। ଦେଶର ମହତ୍ତ୍ବପୂର୍ଣ୍ଣ କର୍ମଜୀବୀଙ୍କୁ ଉନ୍ନତ ସେବା ଯୋଗାଇବା…
Read More...

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା

ମୁମ୍ବଇ : ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମାଲହୋତ୍ରା। କେନ୍ଦ୍ର ଅର୍ଥ ବିଭାଗର ରାଜସ୍ବ ସଚିବ ଦାୟିତ୍ବ ଛାଡ଼ି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ…
Read More...