www.samajalive.in
Sunday, December 7, 2025
15.1 C
Bhubaneswar

ଫେଲ୍‌ ମାରିଲା ଅପରେସନ୍, ଜୀବନ ଯୁଦ୍ଧରେ ହାରିଗଲା ଆର୍ଯ୍ୟନ୍

ଜୟପୁର: ଚାଲିଗଲା ଆର୍ଯ୍ୟନ୍‌।  ୫୭ ଘଣ୍ଟାର ଅପରେସନ ପରେ ବି ବଞ୍ଚିପାରିଲାନି ଜୀବନ । ରାଜସ୍ଥାନର ଦୌସାରେ ​‌ଖେଳିବା ବେଳେ ଗତ ୯ ତାରିଖରେ ୧୫୦ ଫୁଟର ଏକ ବୋରୱେଲରେ ଖସି ପଡ଼ିଥିଲା ୫ବର୍ଷର ବାଳକ  । ୩ ଦିନ ଧରି ଏସଡିଆରଏଫ୍ ଏବଂ ଏନଡିଆରଏଫ୍ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଆର୍ଯ୍ୟନ୍ ବୋରଓ୍ବେଲରୁ ବାହାରିଲା ସତ ହେଲେ ସେତବେଳକୁ ସେ ଆଖି ବୁଜି ସାରିଥିଲା। ଆର୍ଯ୍ୟନକୁ ବଞ୍ଚାଇବା ଅଭିଯାନ ବିଫଳ ହୋଇଛି। ବାପା ମାଆ ବହୁ ଆଶା କରିଥିଲେ ଯେ ତାଙ୍କ ପୁଅ ସୁରକ୍ଷିତ ଭାବେ ଉଦ୍ଧାର ହେବ । ମାତ୍ର ପୁଅକୁ ହରାଇ ବାପା ମାଆ ପୁରା ସ୍ତବ୍ଧ ହୋଇପଡିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories