Browsing Tag

nabarangpur

ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

ନବରଙ୍ଗପୁର/ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଘାଟଗୁଡ଼ା ପଞ୍ଚାୟତର ପାତ୍ରଗୁଡା ଗ୍ରାମର ଜଣେ ୧୪ ବର୍ଷର ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ…
Read More...

ସୁବ୍ରତ ବାଗଚିଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର: ଓଡିଶା ସ୍କିଲ ଡେଭଲପ୍‍ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି। ଶ୍ରୀ ବାଗଚିଙ୍କ ଗସ୍ତ ସମୟରେ ନବରଙ୍ଗପୁର ପଲିଟେକ୍ନିକ ସ୍କୁଲ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀଙ୍କ…
Read More...

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ବାପ ଓ ପୁଅ ସହ ୩ଜଣଙ୍କ ମୃତ୍ୟୁ, ଗ୍ରାମରେ ଶୋକାକୁଳ ପରିବେଶ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗ୍ରାମର ଗୋଟିଏ ପରିବାରର ବାପ ଏବଂ ପୁଅ ସହ ୩ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସୂଚନାଯୋଗ୍ୟ, ଡାବୁଗାଁର…
Read More...

ବିନା ଅଧିକାରୀରେ ଚାଲିଛି ଦୁଇ ଦୁଇଟି ଫାଣ୍ଡି 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ ୨ଗୋଟି ଫାଣ୍ଡି ବିନା ଅଧିକାରୀରେ ଚାଲିଥିବା ଜଣାପଡିଛି। ଯଦ୍ୱାରା କି ସ୍ଥାନୀୟ ଲୋକଙ୍କୁ ତେନ୍ତୁଳୀଖୁଣ୍ଟି ଥାନା ଉପରେ ନିର୍ଭର କରିବାକୁ ପଡୁଛି।…
Read More...

ଅଜଣା ବାଇକ ଧକ୍କାରେ ବୃଦ୍ଧ ଗୁରୁତର

ନବରଙ୍ଗପୁର/ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ପାତ୍ରୀ ନିକଟରେ ଗୁରୁବାର ଏକ ଅଜଣା ଗାଡ଼ିର ଧକ୍କାରେ ସାଧୁ ମାଝୀ ନାମକ ବ୍ୟକ୍ତି ଆହତ ହୋଇଛନ୍ତି।ସେ ରାସ୍ତା କଡ଼ରେ ପଡିଥିବା ସମୟରେ ସେହି ରାସ୍ତା ଦେଇ ଯାଉଥିବା…
Read More...

ବକେୟା ୩ ମାସର ଦରମା ଦାବୀରେ ଧାରଣାରେ ବସିଲେ ଠିକା ବିଦ୍ୟୁତ କର୍ମଚାରୀ

ନବରଙ୍ଗପୁର: ବକେୟା ୩ ମାସର ଦରମା ଦାବୀରେ ନବରଙ୍ଗପୁର ସ୍ଥାନୀୟ ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଧାରଣାରେ ବସିଛନ୍ତି ନବରଙ୍ଗପୁର ଠିକା ବିଦ୍ୟୁତ କର୍ମଚାରୀ।…
Read More...

ଚଳନ୍ତା ଅଟୋରୁ ଡେଇଁ ମହିଳା ଗୁରୁତର

ନବରଙ୍ଗପୁର/ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗ୍ରାମ ନିକଟରେ ଚଳନ୍ତା ଅଟୋରୁ ଡେଇଁ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର…
Read More...

ମଇଦଲପୁର ପଂଚାୟତରେ ସରପଞ୍ଚ ଓ ପିଇଓଙ୍କ ମନମୁଖୀ କାର୍ଯ୍ୟ ଅଭିଯୋଗ, ୧୪ ୱାର୍ଡ ମେମ୍ବର ପଦରୁ ଇସ୍ତଫା ଦେବାପାଇଁ ଚିଠି…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଂଚାୟତରେ କାର୍ଯ୍ୟରେ ଅନିମିୟତା ସହ ସରପଞ୍ଚ ଏବଂ ପିଇଓଙ୍କ ମନମୁଖୀ କାର୍ଯ୍ୟରେ ଉତକ୍ଷିପ୍ତ ହୋଇ ୧୬ ଜଣ ୱାର୍ଡ ମେମ୍ବର ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ…
Read More...

ନବରଙ୍ଗପୁର ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ଆଇଏଏସ ଅରବିନ୍ଦ ଅଗ୍ରୱାଲ

ନବରଙ୍ଗପୁର : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘ମୋ ସ୍କୁଲ୍' ଅଭିଯାନରେ ଆଜି ସୁଦ୍ଧା ୫୦ରୁ ଅଧିକ ବ୍ୟକ୍ତି ବିଶେଷ ପୋଷ୍ୟ ସ୍କୁଲ ଗ୍ରହଣ କରିଥିବା ସୂଚନା ମିଳିଛି। ଯେଉଁଥିରେ ମନ୍ତ୍ରୀ, ବିଧାୟକ, ଆଇଏଏସ୍, ଆଇପିଏସ୍,…
Read More...

‘ସଖୀ’ ୱାନ ଷ୍ଟପ ସେଣ୍ଟର ଉଦଘାଟିତ

ନବରଙ୍ଗପୁର: ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ 'ସଖୀ' ୱାନ ଷ୍ଟପ ସେଣ୍ଟର ଉଦଘାଟିତ ହୋଇଯାଇଛି । ଏହି ସେଣ୍ଟରକୁ ଓଡ଼ିଶା ରାଜ୍ୟ ସରକାରଙ୍କ ଜଳସେଚନ ଏବଂ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ…
Read More...