Browsing Tag

mayurbhaj incident

ସିମ୍ ନଦୀରେ ବୁଡି ନାବାଳକ ନିଖୋଜ

ମୟୁରଭଞ୍ଜ: ମୟୁରଭଞ୍ଜ ଠାକୁରମୁଣ୍ଡାରେ ଅଘଟଣ। ନଦୀରେ ବୁଡି ନାବାଳକ ନିଖୋଜ। ଆଜି ସକାଳୁ ସାଙ୍ଗ ମାନଙ୍କ  ସହ ସିମ୍ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ…
Read More...