Browsing Tag

jajpur news

ଯାଜପୁରରେ ସର୍ବଭାରତୀୟ ସୁନ୍ନି ଇଜତେମା

ଯାଜପୁର: ଯାଜପୁର ବାଳାଶ୍ରମ ପଡିଆରେ ସର୍ବଭାରତୀୟ ସୁନି ଇଜତେମା ଆରମ୍ଭ ହୋଇଛି। ଏହି ଧର୍ମ ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ମୁସଲମାନ ଧର୍ମାବଲମ୍ବୀ ସାମିଲ ହୋଇ କୋରାନରେ ରହିଥିବା ଧର୍ମବାଣୀ…
Read More...

ନଦୀରେ ବୁଡ଼ି ବୃଦ୍ଧ ମୃତ

ଯାଜପୁର: ବୁଢା ନଦୀରେ ବୁଡ଼ିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଯାଜପୁର ବ୍ଲକ ବାସୁଦେବପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଘଟିଛି । ମୃତକ ହେଲେ ଉକ୍ତ ଗ୍ରାମର ରଙ୍କ ବେହେରା । ସୂଚନା…
Read More...

ସରକାରୀ ଯୋଜନାର କାର୍ଯ୍ୟାନ୍ବୟନ ତଦାରଖ କରିବେ କିନ୍ନର

ଯାଜପୁର: ଆଉ ସରକାରୀ ବାବୁ ନୁହେଁ ଏଣିକି କିନ୍ନରମାନେ ହେବେ ପରିବର୍ତ୍ତନର ବାର୍ତ୍ତାବହ। ଏଭଳି ଏକ ନିଆରା ଉଦ୍ୟମ ଆରମ୍ଭ କରିଛି ଯାଜପୁର ଜିଲାପ୍ରଶାସନ। ସରକାରୀ ଯୋଜନାକୁ ସଠିକ୍ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ଦିଗରେ…
Read More...

ମାଟ୍ରିକ୍ ପରୀକ୍ଷାକୁ ନେଇ ପ୍ରଧାନଶିକ୍ଷକମାନଙ୍କ ସଚେତନତା କର୍ମଶାଳା

ଯାଜପୁର: ଆସନ୍ତା ୧୯ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ଗୋଟିଏ ପଟେ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ପରୀକ୍ଷା ପରିଚାଳନା ପାଇଁ ପୁରା…
Read More...

ଭଙ୍ଗାଗଲା ରଙ୍ଗଶାଳା

ଯାଜପୁର: ବହୁଚର୍ଚ୍ଚିତ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ୩ ମାସ ବିତିସାରିଛି। ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିବା ଗେଷ୍ଟହାଉସ ବା ରଙ୍ଗଶାଳକୁ ପ୍ରଶାସନ ନିଜ ହାତକୁ ନେବା ସହ ଆଜି ଏହାକୁ ଭଙ୍ଗା…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳିକା ମୃତ, ଅନ୍ୟ ଜଣେ ଗୁରୁତର

ଯାଜପୁର : ଯାଜପୁର କୁସୁମା ନିକଟରେ ଶୁକ୍ରବାର ସକାଳ ସମୟରେ ଏକ ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ନାବାଳିକା ଜଣଙ୍କ ଯାଜପୁର…
Read More...

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ଯାଜପୁର : ଯୌତୁକ ପାଇଁ ଜଣେ  ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଯାଜପୁର ସଦର ଥାନା ଅନ୍ତର୍ଗତ ଏରବାଙ୍କ ଗାଁରେ ଘଟିଛି। ଏରବାଙ୍କ ଗାଁର ମନୋଜ ନାୟକଙ୍କ ପତ୍ନି ମିନତୀଙ୍କ ମୃତଦେହ ତାଙ୍କ…
Read More...

ଦୂରହେବ କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାର ଅଚଳାବସ୍ଥା

ଯାଜପୁର : ଯାଜପୁର କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବ । ବିଗତ କିଛି ମାସ ଧରି କାରଖାନା ର ଶ୍ରମିକ ଓ କର୍ମଚାରୀ ଦରମା ନ ପାଇ ଆନ୍ଦୋଳନ କରିବା ଫଳରେ କାରଖାନା ସଂପୁର୍ଣ୍ଣ ବନ୍ଦ…
Read More...

ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଜିଲାପାଳଙ୍କ ପରିଦର୍ଶନ, ପଚାରି ବୁଝିଲେ ରୋଗୀଙ୍କ ଭଲମନ୍ଦ

ଯାଜପୁର: ସମଗ୍ର ରାଜ୍ୟରେ ମୋ ସରକାର ଯୋଜନା କାର୍ଯ୍ୟକାରୀ ହେବା ପରେ ଯାଜପୁର ଜିଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି। କିଛି ଦିନ ତଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ୫ଟି ର ଅନୁଧ୍ୟାନକାରୀ ଦଳ ପରିଦର୍ଶନ କରି…
Read More...