Browsing Tag

india

ଡିସେମ୍ବର ସୁଦ୍ଧା ଭାରତରେ ସରିବ ଟିକାକରଣ

ନୂଆଦିଲ୍ଲୀ: ଭାରତରେ କୋଭିଡ ଟିକାକରଣ ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷହେବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭାଡେକର କହିଛନ୍ତି। ଏଠାରେ ଏକ ସାମ୍ବାଦିକ ସମ୍ମଳିନୀରେ ପ୍ରକାଶ କରି ସେ କହିଛନ୍ତି ଯେ ଗତ…
Read More...

ଜୁନ୍‍ ଦ୍ୱିିତୀୟ ସପ୍ତାହରୁ ମିଳିବ ସ୍ପୁଟନିକ ଟିକା

ନୂଆଦିଲ୍ଲୀ: ଭାରତରେ କୋଭିଡ ମୁକାବିଲା ପାଇଁ ଅନୁମୋଦନ ଲାଭ କରିଥିବା ତୃତୀୟ ଟିକା ସ୍ପୁଟନିକ ଭି ଜୁନ୍‍ ଦ୍ୱିତୀୟ ସପ୍ତାହରୁ ଉପଲବ୍ଧ ହେବ। ଦେଶର ବିଭିନ୍ନ ସ୍ଥାନରେ ଥିବା ଆପୋଲୋ ହସପିଟାଲଗୁଡିକରେ ଏହି ଟିକା ମିଳିବ…
Read More...

ଫେସବୁକ୍ ପକ୍ଷରୁ ଭାରତରେ କୋଭିଡ-୧୯ ସୂଚନା ବ୍ୟବସ୍ଥାର ବିସ୍ତାର

ନୂଆଦିଲ୍ଲୀ: ଫେସବୁକ୍ ଭାରତରେ କୋଭିଡ୍-୧୯ ସମ୍ପର୍କିତ ସୂଚନା ପ୍ରଦାନକୁ ବିସ୍ତାର କରିଛି। ଅତ୍ୟାବଶ୍ୟକୀୟ କୋଭିଡ୍-୧୯ ସମ୍ବନ୍ଧିତ ତାଜା ସୂଚନାଗୁଡିକୁ  ନିଜ ସମୁଦାୟ ସହିତ ଆଦାନପ୍ରଦାନ କରିବା ପାଇଁ ରାଜ୍ୟ ଓ…
Read More...

ଭାରତରେ କୋଭିଡ ମୃତ୍ୟୁ ୩ ଲକ୍ଷ ଟପିଲା; ଆମେରିକା, ବ୍ରାଜିଲ ପରେ ତୃତୀୟ ସ୍ଥାନରେ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ଟପିଛି। ପୂର୍ବରୁ ଆମେରିକା, ବ୍ରାଜିଲରେ ଏହି କାରଣ ଜନିତ ମୃତ୍ୟୁ ୩ ଲକ୍ଷ ଅତିକ୍ରମ କରିସାରିଛି। ଫଳରେ କୋଭିଡ ଜନିତ ସର୍ବାଧିକ ମୃତ୍ୟୁସଂଖ୍ୟାରେ ଭାରତ…
Read More...

ଦିନକରେ ୨ ଲକ୍ଷ ୪୦ହଜାର ୮୪୨ ସଂକ୍ରମିତ, ୩୭୪୧ ମୃତ

ନୂଆଦିଲ୍ଲୀ: ଦେଶବ୍ୟାପୀ ତାଲାବନ୍ଦ ସହିତ କୋଭିଡ କଟକଣା ପାଳନ, ତାହାସହିତ ନମୁନା ପରୀକ୍ଷା ବୃଦ୍ଧି, ଟିକାକରଣ ଆଦିରୁ ସୁଫଳ ମିଳିବା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ…
Read More...

ମୁଣ୍ଡପିଛା ଆୟରେ ଭାରତକୁ ଟପିଲା ବାଂଲାଦେଶ

ନୂଆଦିଲ୍ଲୀ: ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ମୁଣ୍ଡପିଛା ଆୟ କ୍ଷେତ୍ରରେ ବାଂଲାଦେଶ ଠାରୁ ପଛରେ ପଡିଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ବାଂଲାଦେଶ ଜନସାଧାରଣଙ୍କ ମୁଣ୍ଡପିଛା ହାରାହାରି ଆୟ ୨୨୨୭ ଡଲାର…
Read More...

ଭାରତରେ ୫୦% ଲୋକ ତୁଣ୍ଡି ପିନ୍ଧନ୍ତି ନାହିଁ, ୧୦୦ରେ ୭ ଜଣ ଠିକ ଭାବରେ ପିନ୍ଧନ୍ତି

ନୂଆଦିଲ୍ଲୀ: ଭାରତରେ ୫୦% ଲୋକ ମୁହଁରେ ତୁଣ୍ଡି ପିନ୍ଧୁନଥିବା ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି। ଏଥିସହିତ ତୁଣ୍ଡି ପିନ୍ଧୁଥିବା ଅବଶିଷ୍ଟ ୫୦ ପ୍ରତିଶତଙ୍କ ମଧ୍ୟରୁ ପ୍ରତି ୧୦୦ ଜଣରେ ୭ ଜଣ ବା୧୪% ଲୋକ…
Read More...

ଅକ୍ଟୋବର-ଡିସେମ୍ବରରେ ଭାରତକୁ ମିଳିତ ଏସ-୪୦୦ 

ନୂଆଦିଲ୍ଲୀ: ବିମାନ ବିଧ୍ୱଂସୀ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ସର୍ବାଧୁନିକ ଏସ-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଆସନ୍ତା ଅକ୍ଟୋବର-ଡିସେମ୍ବର ମଧ୍ୟରେ ଭାରତକୁ ମିଳିବ। ଏହି ବ୍ୟବସ୍ଥାର ପ୍ରଥମ…
Read More...

ବିଲ୍‍ ଗେଟ୍ସଙ୍କ ମତ- ଭାରତକୁ ଟିକା ପ୍ରସ୍ତୁତି ପଦ୍ଧତି ଦିଆଯିବା ଅନୁଚିତ

ନ୍ୟୁୟର୍କ: ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ସର୍ବବୃହତ ଜନକଲ୍ୟାଣକାରୀ କାର୍ଯ୍ୟରେ ନିୟୋଜିତ ଥିବା ବିଲ୍‍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ବିଶ୍ୱର ଧନାଢ୍ୟ ବ୍ୟକ୍ତି ବିଲ୍‍ ଗେଟ୍ସ ଭାରତ ପରି…
Read More...

ଦେଶରେ ଗୋଟିଏ ଦିନରେ କରୋନା ନେଲା ୫୦ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀ ଭାରତରେ ଗୋଟିଏ ଦିନରେ ୫୦ ଜଣ ଡାକ୍ତରଙ୍କ ଜୀବନ ନେଇଛି। ଏହାର ଦ୍ୱିତୀୟ ଲହର ବ୍ୟାପିବା ଦିନଠାରୁ ଇତିମଧ୍ୟରେ ଦେଶରେ ୨୪୪ ଜଣ ଡାକ୍ତରଙ୍କର ଏଥିରେ ମୃତ୍ୟୁ ଘଟିସାରିଲାଣି। ଗତବର୍ଷ ପ୍ରଥମ…
Read More...